ପୁଟିନ୍ଙ୍କ ସହ କଥା ହେଲେ ମୋଦି: G20 ଅଧ୍ୟକ୍ଷତା ଆଭିମୁଖ୍ୟ ନେଇ କଲେ ଆଲୋଚନା
କେନ୍ୟୁଜ୍(ବ୍ୟୁରୋ): ପୁଟିନ୍ଙ୍କ ସହ କଥା ହେଲେ ମୋଦି । ଋଷ୍ ରାଷ୍ଟ୍ରପତି ପୁଟିନ୍ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟେଲିଫୋନ୍ ଜରିଆରେ ପରସ୍ପର ସହ କଥା ହେଲେ ଉଭୟ ନେତା ।
ଭାରତର G20 ଅଧ୍ୟକ୍ଷତା ଆଭିମୁଖ୍ୟ ନେଇ ପୁଟିନଙ୍କ ସହ ଆଲୋଚନା କରିଛନ୍ତି ମୋଦି । କେଉଁ…