Browsing Tag

putin

ୟୁକ୍ରେନ୍ ଅଧିକୃତ ୪ ଅଞ୍ଚଳ ମିଶ୍ରଣକୁ ରୁଷ୍ ସଂସଦ ନିମ୍ନ ସଦନର ଅନୁମୋଦନ

ନୂଆଦିଲ୍ଳୀ : ୟୁକ୍ରେନ୍ ଅଧିକୃତ ୪ ଅଞ୍ଚଳ ମିଶ୍ରଣକୁ ରୁଷ୍ ସଂସଦର ନିମ୍ନ ସଦନର ଅନୁମୋଦନ । ଏ ନେଇ ସେପ୍ଟେମ୍ବର ୩୦ ତାରିଖରେ ଚକ୍ତି ସ୍ୱାକ୍ଷର କରିଥିଲେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ୟୁକ୍ରେନ୍ର ୧୫ ପ୍ରତିଶତ ଭୂମିକୁ ଛଡ଼ାଇ ନେଇଥିଲା ମସ୍କୋ । ଖେରସନ୍, ଜାପୋରଝିଆ, ଲୁହାନ୍ସ୍କ ଓ…

ଆବଶ୍ୟକ ହେଲେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ରୁଷ ପଛାଇବ ନାହିଁ : ପୁଟିନ୍

ନୂଆଦିଲ୍ଲୀ : ପୁଟିନ୍‌ଙ୍କ ପରମାଣୁ ଧମକକୁ ଜାତିସଂଘ ନିନ୍ଦା କରିଛି । ପରମାଣୁ ଧମକ ଆଦୌ ଗ୍ରହଣୀୟ ନୁହେଁ ବୋଲି ମସ୍କୋକୁ ଶୁଣାଇଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ । ଜାତିସଂଘର ସାଧାରଣ ଅଧିବେଶନକୁ ସମ୍ବୋଧିତ କରି ରୁଷ୍ ଉପରେ ବର୍ଷିଛନ୍ତି ଗୁଟେରସ୍ । କହିଛନ୍ତି ପରମାଣୁ ଧମକ…

ନୌସେନା ଦିବସରେ ପୁଟିନ୍ କହିଲେ, ରୁଷ୍ ପାଇଁ ଆମେରିକା ସବୁଠୁ ବଡ଼ ବିପଦ

ନୂଆଦିଲ୍ଳୀ : ରୁଷ୍ ପାଇଁ ଆମେରିକା ସବୁଠୁ ବଡ଼ ବିପଦ । ରୁଷିଆର ନୌସେନା ଦିବସରେ ଏମିତି ଏକ ସିଦ୍ଧାନ୍ତ ଗ୍ରହଣ କରିଛି କ୍ରେମଲିନ୍ । ପିଟର୍ସବର୍ଗରେ ନୌସେନା ଦିବସରେ ଯୋଗ ଦେଇ ଏ ସଂପର୍କିତ ଏକ ୫୫ ପୃଷ୍ଠାର ସିଦ୍ଧାନ୍ତ ଉପରେ ଦସ୍ତଖତ କରିଛନ୍ତି ପୁଟିନ୍ । ସଂକ୍ଷିପ୍ତ ଅଭିଭାଷଣ ରଖିଥିଲେ ।…

ପୁଟିନଙ୍କ କ୍ୟାନସର ରୋଗ ଆଉ ଭଲ ହେବନାହିଁ, ବେଳକୁ ବେଳ କ୍ୟାନସର ଅଧିକ ମାଡ଼ିବାରେ ଲାଗିଛି

କେନ୍ୟୁଜ୍(ବ୍ୟୁରୋ): ପୁଟିନ ଆଉ ୩ବର୍ଷ ବଞ୍ଚିବେ ! ରୁଷ ରାଷ୍ଟ୍ରପତି ପୁଟିନ ଆଉ ମାତ୍ର ୨ ବା ୩ ବର୍ଷ ବଞ୍ଚିବେ । ତାଙ୍କ କ୍ୟାନସର ରୋଗ ଆଉ ଭଲ ହେବନାହିଁ । ଏହା ବେଳକୁ ବେଳ ଅଧିକ ମାଡ଼ିବାରେ ଲାଗିଛି । ଏଥିରୁ କୌଣସିମତେ ବଞ୍ଚିବା ସମ୍ଭାବନା ନାହିଁ । ରୁଷର ଫେଡେରାଲ ସିକ୍ୟୁରିଟି ସର୍ଭିସର…

ପୁଟିନଙ୍କ ମୃତ୍ୟୁକୁ ନେଇ ଭବିଷ୍ୟବାଣୀ ! ରୁଷିଆରେ ନୁହେଁ ଅନ୍ୟ ଦେଶରେ ହେବ ପୁଟିନଙ୍କ ମୃତ୍ୟୁ !

ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଛି । ଯୁଦ୍ଧର ଭୟାବହତା ଏଭଳି ଭାବରେ ଗତି କରୁଛି କି ସେଠି ଆଉ କୌଣସି ଦେଶ ମଧ୍ୟ ସାମନାକୁ ଆସିବାକୁ ସାହସ କଲେ ନାହିଁ । କିନ୍ତୁ ଏସବୁ ଭିତରେ ବି ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ । ପ୍ରତିଦିନ…

ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଭବିଷ୍ୟତ କଣ, ନଷ୍ଟ୍ରାଡମସ୍‌ କଣ କହିଛନ୍ତି ଜାଣନ୍ତୁ

ଆମ ଭିତରେ ଅନେକ ଲୋକ ଜ୍ୟୋତିର୍ବିଦ୍ୟା ଓ ଭବିଷ୍ୟବାଣୀକୁ ଶୁଣିବା ପାଇଁ ଭଲ ପାଆନ୍ତି । ସେମାନେ ବିଶ୍ୱାସ କରନ୍ତୁ କି ନକରନ୍ତୁ ସକାଳେ ଖବର କାଗଜ ହେଉ ଅବା ସୋସିଆଲ ମିଡିଆ, ସେଥିରେ ବାହାରୁଥିବା ରାଶି ଫଳ ଉପରେ ଟିକେ ନଜର ପକାଇ ଦିଅନ୍ତି । ଯଦି କୌଣସି ଭବିଷ୍ୟବାଣୀ ସତ ହୋଇଯାଏ ତେବେ ସେହି…

ରୁଷ୍‌-ୟୁକ୍ରେନ ଯୁଦ୍ଧ ଭିତରେ ପୁଟିନଙ୍କ ଲୋକପ୍ରିୟତା ବଢୁଛି ହେଲେ ବାଇଡେନଙ୍କ କମୁଛି

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ । ବାଇଡେନ୍‌-ପୁଟିନ ମୁହାଁମୁହିଁ। ଯୁଦ୍ଧ ଯୋଗୁଁ ୧ କୋଟିରୁ ଅଧିକ ୟୁକ୍ରେନବାସୀ ଦେଶ ଛାଡିଛନ୍ତି । ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ସହରଗୁଡିକ ଧ୍ୱଂସ ସ୍ତୁପ ପାଲଟିଛି। ପାଶ୍ଚାତ୍ୟ ମିଡିଆର ଖଳନାୟକ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ନରସଂହାର…

ପୁଟିନ ତାଙ୍କ ସୁରକ୍ଷାକୁ ନେଇ ଭାରି ଚିନ୍ତିତ, ଶତ୍ରୁଠୁ ବଞ୍ଚିବା ପାଇଁ ବ୍ୟବହାର କରୁଛନ୍ତି ବଡି ଡବଲ

କେନ୍ୟୁଜ୍(ବ୍ୟୁରୋ):ଶତ୍ରୁଠୁ ବଞ୍ଚିବା ପାଇଁ ପୁଟିନଙ୍କ ବଡି ଡବଲ । ବିଶେଷ ଭାବେ ଟ୍ରେନିଂ ନେଇଥିବା ବଡି ଡବଲ । ସମ୍ପୂର୍ଣ୍ଣ ପୁଟିନଙ୍କ ଭଳି ଦେଖାଯାଉଥିବା ବ୍ୟକ୍ତିଙ୍କୁ ବ୍ୟବହାର କରୁଛନ୍ତି । କ୍ରେମଲିନ ବୈଠକରେ ବଡି ଡବଲକୁ ବ୍ୟବହାର କରିଛନ୍ତି । ୟୁକ୍ରେନ ଆକ୍ରମଣରେ ଧିମା ଗତି କାରଣରୁ…

ଲଢ଼ି ଲଢ଼ି ଥକି ପଡ଼ିଲେଣି ସୈନ୍ୟ… ପୁଟିନ୍‌ ଆରମ୍ଭ କରି ଦେଲେ ସେନାରେ ବାଧ୍ୟତାମୂଳକ ଭର୍ତ୍ତି! ଜାଣନ୍ତୁ କ’ଣ…

ୟୁକ୍ରେନ ଉପରେ ରୁଷର ଆକ୍ରମଣ ୧୬ ଦିନରେ ପହଞ୍ଚିଛି। ୟୁକ୍ରେନ ସେନା ବି ରୁଷ ଆକ୍ରମଣର ଦୃଢ଼ ଜବାବ ଦେଉଛନ୍ତି। ତେବେ ଏହା ଭିତରେ ରୁଷର ପାଖାପାଖି ଅଢ଼େଇ ଲକ୍ଷ ସୈନ୍ୟ ଲଢ଼ି ଲଢ଼ି ଥକି ପଡ଼ିଛନ୍ତି ଏବଂ ସେମାନଙ୍କ ଆକ୍ରମଣ ଗତି ଧିମା ହୋଇ ଯାଇଛି। ଏହାକୁ ନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର୍‌…

କିଭ୍‌ରେ ଆହୁରି ଭୟଙ୍କର ହୋଇପାରେ ସ୍ଥିତି! ସାଦା ପୋଷାକରେ ଆଗକୁ ମାଡ଼ୁଛନ୍ତି ପୁଟିନଙ୍କ ସୈନ୍ୟ; କ୍ଷେତରେ ଲୁଚାଇ…

ରୁଷ ଓ ୟୁକ୍ରେନ ମଧ୍ୟରେ ୧୫ ହେବ ଯୁଦ୍ଧ ଚାଲିଛି। ଏହାରି ଭିତରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ରୁଷ ସୈନ୍ୟ ସାଦା ପୋଷାକରେ କିଭ୍‌ ଅଭିମୁଖେ ବଢ଼ୁଥିବା ଦେଖାଯାଉଛି। ସେପଟେ ଗୋଟିଏ ସ୍ଥାନରେ କିଛି ଅସ୍ତ୍ରଶସ୍ତ୍ର ମଧ୍ୟ ଦେଖିବାକୁ ମିଳୁଛି। ତେବେ ମିଡିଆ…

ଯୁଦ୍ଧ ରୋକିବ ଭାରତ! ପୁଟିନ୍‌ ଓ ଜେଲେନ୍‌ସ୍କିଙ୍କ ସହ ଫୋନ୍‌ରେ କଥା ହେବେ ପିଏମ୍‌ ମୋଦି

ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଏବେ ବି ଜାରି ରହିଛି ଘମାଘୋଟ ଲଢ଼େଇ। ସବୁ ଚେଷ୍ଟା ପରେ ବି ଏହି ଯୁଦ୍ଧ ବନ୍ଦ ହେଉ ନାହିଁ। ଏବେ ପ୍ରଧାନମନ୍ତ୍ରୀ ମୋଦି ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ରୋକିବାକୁ ନେଇ ଉଭୟ ଦେଶର ରାଷ୍ଟ୍ରପତିଙ୍କ ସହ ଫୋନ୍‌ରେ କଥା ବାର୍ତ୍ତା ହେବେ। ରିପୋର୍ଟ ମୁତାବକ, ପିଏମ୍‌…

ପୁଟିନ୍‌ଙ୍କ ଗାର୍ଲଫ୍ରେଣ୍ଡ ଏଲିନା କାବଏଭା ଏବେ କେଉଁଠି, କ’ଣ କରୁଛନ୍ତି ସେ…! ସତରେ କ’ଣ ସେ ରାଷ୍ଟ୍ରପତିଙ୍କ ଯାଆଁଳା…

ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏଭଳି ସ୍ଥିତିରେ ସାରା ବିଶ୍ୱରେ କେବଳ ଦୁଇ ଜଣ ବ୍ୟକ୍ତି ହିଁ ଏବେ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି। ସେମାନେ ହେଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି। ତେବେ ଏହି ଦୁହିଁଙ୍କ ଭିତରୁ ବର୍ତ୍ତମାନ…