Below header

ସେଣ୍ଟ୍ରାଲ ବ୍ଯାଙ୍କ ଅଫ୍ ଇଣ୍ଡିଆରେ ନିଯୁକ୍ତି ଜାରି, ଜଲଦି କରନ୍ତୁ ଆବେଦନ

ସେଣ୍ଟ୍ରାଲ ବ୍ଯାଙ୍କ ଅଫ୍ ଇଣ୍ଡିଆରେ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଛୁକ ପାର୍ଥୀମାନେ ବ୍ଯାଙ୍କରେ ଚାକିରି କରିବା ପାଇଁ ଚାହୁଁଥିଲେ ବର୍ତ୍ତମାନ ଆବେଦନ କରିପାରିବେ। ତେବେ ଆସନ୍ତୁ ଜାଣିବା ଆବେଦନ ସମ୍ପର୍କରେ ବିସ୍ତାରରେ।

ଜରୁରୀ ତାରିଖ:

ଅନଲାଇନ ଆବେଦନ ଜମା କରିବାର ଶେଷ ତାରିଖ- ୦୩ ଜୁନ୍ ୨୦୨୦

central-bankପଦବୀ ନାମ

କାଉନସିଲର (FLCC)

ବୟସ ସୀମା

ଏହି ପଦବୀରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କ ଅଧିକତମ ବୟସ ସୀମା ୬୫ ବର୍ଷ ନିର୍ଦ୍ଦାରିତ କରାଯାଇଛି।

ଶିକ୍ଷାଗତ ଯୋଗ୍ଯତା

ଆବେଦନକାରୀଙ୍କ ପ୍ଯୁନତମ ଶିକ୍ଷାଗତ ଯୋଗ୍ଯତା ୟୁଜିସି ମାନ୍ଯତାପ୍ରାପ୍ତ କୌଣସି ବିଶ୍ବବିଦ୍ଯାଳୟରୁ ଗ୍ରାଜୁଏଟ୍/ପୋଷ୍ଟ ଗ୍ରାଜୁଏଟ୍ ଡିଗ୍ରୀ ହାସଲ କରିଥିବା ଆବଶ୍ଯକ।

centralbankଚୟନ ପ୍ରକ୍ରିୟା

ଯୋଗ୍ଯ ଆବେଦନକାରୀଙ୍କୁ ସାକ୍ଷାତକାର ମାଧ୍ଯମରେ ଚୟନ କରାଯିବ।

ଆବେଦନ ପ୍ରକ୍ରିୟା

ଇଛୁକ ଆବେଦନକାରୀ ଅଫିସିଆଲ ୱେବସାଇଟକୁ ଯାଇ ଜାରି କରାଯାଇଥିବା ଅଧିସୂଚନାକୁ ଡାଉନଲୋଡ କରି ପ୍ରଥମେ ଭଲଭାବେ ପଢନ୍ତୁ। ସମସ୍ତ ସୂଚନା ସମ୍ପର୍କରେ ଜାଣିବା ପରେ ଜାରି କରାଯାଇଥିବା ନିର୍ଦେଶ ଅନୁସାରେ ଆସନ୍ତା ଜୁନ୍ ୦୩ ତାରିଖ ପୂର୍ବରୁ ଆବେଦନ ପ୍ରକ୍ରିୟା ପୂରଣ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.