ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ୩୦୦୦ ପଦବୀ ଖାଲି, ଇଚ୍ଛୁକ ପ୍ରାର୍ଥୀ ୨୭ ମାର୍ଚ୍ଚ ଯାଏଁ କରିପାରିବେ ଆବେଦନ
ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଅପାରଣ୍ଟିସ ୩୦୦୦ ପଦବୀ ପାଇଁ ଆବେଦନ କରିପାରିବେ । ନ୍ୟାସନାଲ ଅପାରଣ୍ଟିସିପ ଟ୍ରେନିଂ ସ୍କିମର ଅଫିସିଆଲ ସାଇଟ୍ nats.edication.gov.in ଯାଇ ଆବେଦନ କରିପାରିବେ । ଏହି ପଦବୀ ପାଇଁ ଆବେଦନ ଆରମ୍ଭ ହୋଇଛି ।
ଆବେଦନ କରିବା ପାଇଁ ତାରିଖ ଆଗକୁ ବଢାଇ…