ସେଣ୍ଟ୍ରାଲ ବ୍ୟାଙ୍କରେ ଚାକିରି ସୁଯୋଗ, ମହିଳାମାନେ ବିନା କୌଣସି ଆବେଦନ ଶୁଳ୍କରେ କରନ୍ତୁ ଆବେଦନ

ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଏଠାରେ ମ୍ୟାନେଜର ପଦବୀ ବ୍ୟତୀତ ଅଲଗା ଅଲଗା ପଦ ପାଇଁ ନିଯୁକ୍ତି କରାଯାଉଛି। ୧୪୭ ଖାଲିପଡିଥିବା ପଦ ପାଇଁ କେବଳ ଅନଲାଇନ ମାଧ୍ୟମରେ କରିପାରିବେ ।

ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଏଠାରେ ମ୍ୟାନେଜର ପଦବୀ ବ୍ୟତୀତ ଅଲଗା ଅଲଗା ପଦ ପାଇଁ ନିଯୁକ୍ତି କରାଯାଉଛି। ଯେଉଁ ପ୍ରାର୍ଥୀ ଆବେଦନ କରିବାକୁ ଇଚ୍ଛୁକ ସେମାନେ ତୁରନ୍ତ ଆବେଦନ କରିପାରିବେ । ଏହି ଖାଲିପଡିଥିବା ପଦ ପାଇଁ କେବଳ ଅନଲାଇନ ମାଧ୍ୟମରେ କରିବେ । ଯେଉଁଥି ପାଇଁ ଆପଣ ବ୍ୟାଙ୍କର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୧୪୭

ସିନିଅର ମ୍ୟାନେଜମେଣ୍ଟ ଗ୍ରେଡ ସ୍କେଲ IVରେ ଚିଫ ମ୍ୟାନେଜର

ମେଡିକାଲ ମ୍ୟାନେଜମେଣ୍ଟ ଗ୍ରେଡ ସ୍କେଲରେ III ରେ ସିନିଅର ମ୍ୟାନେଜର

ମେଡିକାଲ ମ୍ୟାନେଜମେଣ୍ଟ ଗ୍ରେଡ ସ୍କେଲରେ II ରେ ମ୍ୟାନେଜର

ଜୁନିଅର ମ୍ୟାନେଜମେଣ୍ଟ ଗ୍ରେଡ ସ୍କେଲରେ I ରେ ଆସିଷ୍ଟାଣ୍ଟ ମ୍ୟାନେଜର

ସ୍ପେଶାଲିଷ୍ଟ ଅଫିସରର୍ସ

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୫ ମାର୍ଚ୍ଚ ୨୦୨୩ ରହିଛି ।

ଦରମା : ପ୍ରାର୍ଥୀଙ୍କ ଭିନ୍ନ ଭିନ୍ନ ପଦବୀ ଅନୁଯାୟୀ ଭିନ୍ନ ଭିନ୍ନ ଦରମା ମଧ୍ୟ ମିଳିବ ।

ଆବେଦନ ଶୁଳ୍କ : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଅନୁସୂଚିତ ଜାତି, ଜନଜାତି, PWD ଏବଂ ମହିଳା ପ୍ରାର୍ଥୀ କୌଣସି ଶୁଳ୍କ ଦେବେ ନାହିଁ। ସାଧାରଣ ବର୍ଭ ପ୍ରାଥ;ୀ ୮୫୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା, କୋଡିଂ ଟେଷ୍ଟ, ଇଣ୍ଟରଭ୍ୟୁ ମାଧ୍ୟମରେ ହେବ । ଅଧିକ ବିବରଣୀ ପାଇଁ ଅଫିସିଆଲ େଓ୍ଵବସାଇଟ୍‌ ଚେକ୍‌ କରିପାରିବେ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://ibpsonline.ibps.in/cbismamjan23/

https://centralbankofindia.co.in/sites/default/files/Final_IT%20SPL%20SCALE%201234%20Recruitment%20Notification%20_CM_SM%20-%20revised.pdf

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.