Below header

ସୁପ୍ରିମ୍ କୋର୍ଟରେ ଚାକିରି କରିବାର ଆସିଛି ସୂବର୍ଣ୍ଣ ସୁଯୋଗ, ଦରମା ସହିତ ରହିଛି ସ୍ବତନ୍ତ୍ର ସୁବିଧା

SCI Recruitment 2019 : ସୁପ୍ରିମ୍ କୋର୍ଟ ଅଫ୍ ଇଣ୍ଡିଆରେ ଚାକିରି କରିବାକୁ ବର୍ତ୍ତମାନ ମୌକା ମିଳିଛି। ଏଥିପାଇଁ ଆବେଦନ ଆରମ୍ଭ ହୋଇନାହିଁ। ଫେବୃଆରୀ ୧ରୁ ଏହା ପାଇଁ ଆବେଦନ ଆରମ୍ଭ ହୋଇଯିବ। ଆଶାୟୀ ପ୍ରାର୍ଥୀ ମାନେ ୧୮ ବର୍ଷ ରୁ ୨୭ ବର୍ଷର ହୋଇଥିବା ଆବଶ୍ୟକ। ଆବେଦନର ଶେଷ ତାରିଖ ୨୮ ଫେବୃଆରୀ ।

ଶିକ୍ଷଣୀୟ ଯୋଗ୍ୟତା –

ପ୍ରାର୍ଥୀ କୌଣସି ବି ସ୍କୁଲ/କଲେଜ/ସଂସ୍ଥାନରୁ ଓକିଲାତିରେ ବ୍ୟାଚଲର ଡିଗ୍ରୀ ଇନ ଲ( ଇଣ୍ଟିଗ୍ରେଟେଡ ଡିଗ୍ରୀ କୋର୍ସରେ ଲ) ଭାରତରେ କାନୁନ ଦ୍ବାରା ଆଡଭୋକେଟ ରୂପରେ ନାମାଙ୍କନ ପାଇଁ ବାର୍ କାଉନସିଲ ଅଫ୍ ଇଣ୍ଡିଆ ଦ୍ବାରା ମାନ୍ୟତା ପ୍ରାପ୍ତ କରାଯାଇଛି।

lowବୟସ ସୀମା –

ଆଶାୟୀ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସବାର୍ଧିକ ୨୭ ବର୍ଷ

ଆବେଦନ ଶୁଳ୍କ –

୨୦୦ଟଙ୍କା ସବୁବର୍ଗ ପାଇଁ

ଆବେଦନ ଶୁଳ୍କ ଏପରି ଦିଅନ୍ତୁ –

ଅନଲାଇନ ମାଧ୍ୟମରେ ଏହି ଶୁଳ୍କ ପୈଠ କରିବେ।

ମହତ୍ତ୍ବପୂର୍ଣ୍ଣ ତାରିଖ –

ଅନଲାଇନ ଆବେଦନ ଜମା କରିବାର ଶେଷ ତାରିଖ ଫେବ୍ରୁୟାରୀ ୧ ଏବଂ ଅନ୍ତିମ ତାରିଖ ଫେବ୍ରୁୟାରୀ ୨୮।

ଅଧିକ ବିବରଣୀ ପାଇଁ ଏହି ୱେବସାଇଟ ଯାଞ୍ଚ କରନ୍ତୁ –

ଆଶାୟୀ ପ୍ରାର୍ଥୀ https://www.sci.gov.in ୱେବସାଇଟରେ ଆବେଦନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.