Below header

IRCTC ରେ ଚାକିରି ସୁଯୋଗ, ଆଇଟିଆଇ ପାସ୍‌ କରିଥିଲେ କରନ୍ତୁ ଆବେଦନ

ଆପଣଙ୍କ ପାଖରେ ଅଲଗା ଅଲଗା ଟ୍ରେଡରେ ଆଇଟିଆଇ ସାର୍ଟିଫିକେଟ ଥିଲେ ମିଳିବ ରେଲୱେ ଚାକିରି। ଭାରତୀୟ ରେଳବାଇର କ୍ୟାଟରିଂ ଆଣ୍ଡ ଟୁରିଜିମ୍‌ କର୍ପୋରେସନ ଲିମିଟେଡ୍‌ ପକ୍ଷରୁ କମ୍ପ୍ୟୁଟର ଅପରେଟର ଏବଂ ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ (COPA) ଅପରାଣ୍ଟିସ ଆକ୍ଟ ୧୦୬୧ ଅଧିନରେ ଟ୍ରେନି ପାଇଁ ୮୦ଟି ପଦବୀ ଖାଲିପଡିଛି। ଏଥିପାଇଁ ନୋଟିଫିକେସନ ଜାରି ହୋଇଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ୨୫ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ପଦବୀ ବିବରଣୀ : ୮୦

କମ୍ପ୍ୟୁଟର ଅପରେଟର:

ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ :

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ୨୫ ଅକ୍ଟୋବର ୨୦୨୨ ଯାଏ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା : ପ୍ରାର୍ଥୀ ୧୦ମରେ ୫୦ ପ୍ରତିଶତ ମାର୍କ ସହିତ ଆଇଟିଆଇ ପାସ୍‌ କରିଥିବା ଜରୁରୀ। ଏହାଛଡା ପ୍ରାର୍ଥୀ NCVT/SCVT ଅଧିନରେ ଆଇଟିଆଇ ପ୍ରମାଣପତ୍ର ଥିବା ଜରୁରୀ।

ଟ୍ରେନିଂ ସମୟ : ୧ ବର୍ଷ

ଟ୍ରେନିରେ ଚୟନ ହେବା ପ୍ରାର୍ଥୀଙ୍କୁ ମାସକୁ ୫୦୦୦ ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳିବ।

ଇଚ୍ଛୁକ ଥିବା ପ୍ରାର୍ଥୀ ପ୍ରଥମେ ଆଇଆରସିଟିସିର ଅଫିସିଆଲ ୱେବସାଇଟ୍‌ https://www.irctc.com/ କୁ ଯାଆନ୍ତୁ।

ତା’ ପରେ ହୋମ ପେଜରେ ନ୍ୟୁ ଓପନିଂ ସେକ୍ସନରେ କ୍ଲିକ୍‌ କରନ୍ତୁ।

“Engagement of apprentices in IRCTC North Zone, New Delhi” ଲିଙ୍କ ଉପରେ କ୍ଲିକ କରନ୍ତୁ।

ଆପଣଙ୍କୁ ଏକ ନୂଆ ଓ୍ଵିଣ୍ଡୋରେ ରିଡାଇରେକ୍ଟ କରାଯିବ। ଆପଣ ଆଇଆସିଟିସିର ଅପରାଣ୍ଟିସ ଟ୍ରେନି ଜବ୍ସ ୨୦୨୨ର ପିଡିଏଫ ମିଳିବ।

ଏହାକୁ ଡାଉନ ଲୋଡ କରି ସେଭ କରନ୍ତୁ।

ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ ମାଧ୍ୟମରେ ୨୫ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://file.jobvision.in/files/wl/?id=j7dRgdbVthlqoGSBhUhTxjmzsCEV0xct

 

Also Read : ୧୦ କିମ୍ବା ଆଇଟିଆଇ ପାସ୍‌ କରିଥିଲେ ମିଳିବ ରେଲୱେ ଚାକିରି, ଜାଣନ୍ତୁ କେମିତି କରିବେ ଆବେଦନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.