Below header

LPG Cylinder ରେ ମିଳୁଛି ୫୦୦ ଟଙ୍କାର କ୍ଯାଶବ୍ଯାକ୍, ଜାଣନ୍ତୁ କେମିତି ପାଇବେ

ରୋଷେଇରେ ବ୍ଯବହାର ହେଉଥିବା ଏଲପିଜି ସିଲିଣ୍ଡରରେ ଆପଣଙ୍କୁ ୫୦୦ ଟଙ୍କାର ଫାଇଦା ସିଧାସଳଖ ମିଳିପାରେ। ଏହି ଖାସ୍ ସ୍କିମ ଜରିଆରେ ଆପଣଙ୍କୁ କରିବାକୁ ପଡ଼ିବ ଏଲପିଜି ସିଲିଣ୍ଡର ବୁକିଂ । ତେବେ ଆସନ୍ତୁ ଜାଣିବା… କେମିତି ଉଠାଇବେ ଫାଇଦା..

ସୂଚନା ମୁତାବକ, ପେଟିଏମ୍ ନିଜର ଗ୍ରାହକଙ୍କୁ ଏଲପିଜି ସିଲିଣ୍ଡର ବୁକ୍ କରିବାରେ ୫୦୦ ଟଙ୍କାର କ୍ଯଶାବ୍ଯାକ ଦେଉଛି । ପ୍ରଥମେ ଆପଣ ପେଟିଏମ୍ ଖୋଲି, Recharge & Pay Bill ସେକ୍ସନକୁ ଯାଆନ୍ତୁ। ତାପରେ ସେଠାରେ Book Cylinder ଅପସନକୁ ଯାଇ ନିଜର ଗ୍ଯାସ ଏଜେନ୍ସୀକୁ ବାଛିନିଅନ୍ତୁ। ଏହାପରେ ଆପଣଙ୍କ ସବିଶେଷ ବିବରଣୀ ଦେବା ପରେ ତଳେ ଥିବା ଅଫରକୁ ଯାଆନ୍ତୁ।

lpg

ଆପଣଙ୍କୁ ଆପ୍କରେ ହିଁ ଅଫରର ଅନେକ ଅପସନ ଦେଖିବାକୁ ମିଳିବ। ଏଥିରେ FIRSTLPG ଅପସନ ଚୟନ କରିବାକୁ ହେବ। ଏହି ଅପସନରେ ଆପଣଙ୍କୁ ୫୦୦ ଟଙ୍କାର କ୍ଯାଶବ୍ଯାକ ମିଳିବ। ସୂଚନାଯୋଗ୍ଯ, ପେଟିଏମ୍ ନିଜ ଗ୍ରାହକଙ୍କୁ ବୁକିଂ ପ୍ରମୋଟ କରିବା ପାଇଁ ଏଭଳି ଅଫର ଦେଉଛି। ପ୍ରଥମ ଥର ଗ୍ଯାସ ବୁକ୍ କରିବାରେ ଏହି ଅଫର ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.