Below header

ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, BECIL ରେ ଖାଲି ପଡିଛି ଅନେକ ପଦବୀ

ବ୍ରଡକାଷ୍ଟ ଇଞ୍ଜିନିୟରିଂ କନସଲଟାଣ୍ଟ ଇଣ୍ଡିଆ ଲିମିଡେଟ୍‌ରେ ଖାଲି ପଡିଛି ଅନେକ ପଦବୀ। ଯେଉଁଥିପାଇଁ ଆବେଦନ ପତ୍ର ଗ୍ରହଣ କରାଯାଉଛି। ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ଜଲଦି କରନ୍ତୁ ଆବେଦନ। ଆବେଦନ କରିବା ପାଇଁ ଅଫିସିଆଲ େଓ୍ଵବସାଇଟକୁ ଯାଇ ଲିଙ୍କରେ କ୍ଲିକ କରି ଆବେଦନ କରିପାରିବେ।

ପଦବୀ ନାମ :

ଓପନ ସୋର୍ସ ଇଣ୍ଟେଲିଜେନ୍ସି ପ୍ରଫେସନାଲ୍ସ, କ୍ରିପ୍ଟୋ ଆନାଲିଷ୍ଟ, ସାଇବର କ୍ରାଇମ ଇନଭେଷ୍ଟିଗେଟର/ ରିସର୍ଚ୍ଚର, ସଫ୍ଟେଓ୍ଵର ଡେଭଲପର/ ପ୍ରୋଗ୍ରାମର ସହିତ ଅନେକ ପଦବୀ…

ଗୁରୁତ୍ୱପୂର୍ଣ୍ଣ ତାରିଖ :

ନୋଟିଫିକେସ ଜାରି ହୋଇଥିବା ଶେଷ ତାରିଖ: ୨୭ ଏପ୍ରିଲ, ୨୦୨୦
ଆବେଦନ କରିବାର ଶେଷ ତାରିଖ : ୬ ମଇ, ୨୦୨୦

BECIL-recruitment

ବୟସ ସୀମା :

ଏହି ସବୁ ପଦବୀରେ ଆବେଦନ କରିବା ପାଇଁ ସର୍ବନିମ୍ନ ବୟସନ ନିୟମ ଅନୁସାରେ ନିର୍ଦ୍ଧାରିତ କରାଯିବ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିଥିବା ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ପଦବୀ ଅନୁସାରେ ଭିନ୍ନ ଭିନ୍ନ ଭାବେ ନିର୍ଦ୍ଧାରିତ କରାଯିବ।

ଆବେଦନ ପ୍ରକ୍ରିୟା : ଏହିସବୁ ପଦବୀରେ ଆବେଦନ କରିବା ପୂର୍ବରୁ ପ୍ରାର୍ଥୀ େଓ୍ଵବସାଇଟରେ ଥିବା ଅଧିସୂଚନାକୁ ନିଶ୍ଚିତ ଭାବେ ପଢନ୍ତୁ। ସମସ୍ତ ବିବରଣୀ ପ୍ରାପ୍ତ କରିବା ପରେ ହିଁ ଆବେଦନ କରନ୍ତୁ।

ଚୟନ ପ୍ରକ୍ରିୟା : ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ ଇଣ୍ଟରଭ୍ୟୁ ଆଧାରରେ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.