Below header

WII recruitment 2021 : ଖାଲିପଡିଛି ସିନିଅର ବାୟୋଲୋଜିଷ୍ଟ, ଅଫିସ ଆସିଷ୍ଟାଣ୍ଟ ପଦବୀ, ଏମିତି କରନ୍ତୁ ଆବେଦନ

ଭାରତୀୟ ବନ୍ଯଜୀବ ସଂସ୍ଥା(WII)ରେ ଖାଲିପଡିଛି ସିନିଅର ବାୟୋଲୋଜିଷ୍ଟ, ଅଫିସ ଆସିଷ୍ଟାଣ୍ଟ, ପ୍ରୋଜେକ୍ଟ ଫେଲୋ ଏବଂ ଡାଟାବେସ ମ୍ଯାନେଜର ସମେତ ବିଭିନ୍ନ ପଦବୀ। ଇଚ୍ଛୁକ ଏବ ଯୋଗ୍ଯ ପ୍ରାର୍ଥୀ ଭାରତୀୟ ବନ୍ଯଜୀବ ସଂସ୍ଥା WII ର ଅଧିକାରକ ୱେବସାଇଟ୍ wii.gov.inକୁ ଯାଇ ଅନଲାଇନ ଆବେଦନ କରିପାରିବେ।

ଜରୁରୀ ଜାରିଖ: ଆବେଦନ କରିବାର ଶେଷ ତାରିଖ ୨୦ ଅଗଷ୍ଟ ୨୦୨୧ ରହିଛି।

କେମିତି ହେବ ପରୀକ୍ଷା: ୨୯ ଅଗଷ୍ଟ ସକାଳ ୧୦.୩୦ ମିନିଟରେ ରେଜିଷ୍ଟାର ହୋଇଥିବା ଇମେଲ ଆଇଡିକୁ ଏକ ମେଲ୍ ଆସିବ। ଏହି ମେଲରେ ୬ଟି ବିଷୟର ସୂଚୀ ରହିବ। ପ୍ରାର୍ଥୀଙ୍କୁ ଗୋଟିଏ ବିଷୟ ଚୟନ କରିବା ସହିତ ସେହି ବିଷୟ ଉପରେ ଅତିକମରେ ୩୦୦ ଶବ୍ଦର ଏକ ନିବନ୍ଧ ଲେଖିବାକୁ ହେବ। ଏହାର ସମୟ ଅବଧି ୧୧.୩୦ ମିନିଟ୍ ପର୍ଯ୍ଯନ୍ତ ରହିଛି। ଆଉ ଯଦି ଆପଣ ୫ ମିନିଟ୍ ବିଳମ୍ବ କରନ୍ତି ତେବେ ମେଲ୍କୁ ରିଜେକ୍ଟ ଦିଆଯିବ।

କେମିତି କରିବେ ଆବେଦନ: ପ୍ରଥମେ ଅଧିକାରକ ୱେବସାଇଟ wii.gov.inକୁ ଯାଆନ୍ତୁ।

ତା’ ପରେ recruitment section ଲିଙ୍କ ଉପରେ କ୍ଲିକ କରନ୍ତୁ।

‘Contractual Engagement of 74 Project Personnel for various Projects’ ଲିଙ୍କରେ କ୍ଲିକ କରନ୍ତୁ।
ମଗାଯାଇଥିବା ତଥ୍ଯ ସବମିଟ୍ କରନ୍ତୁ।

ନିଜର ଫଟୋଗ୍ରାଫ ଅପଲୋଡ କରି ସବମିଟ୍ କରନ୍ତୁ।

ଯଦି ଆପଣ ଚାହିଁବେ ଫର୍ମ ଡାଉନଲୋଡ କରି ପ୍ରିଣ୍ଟଆଉଟ ନେଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.