Below header

୧୦ମ ପାସଙ୍କ ପାଇଁ ସବୁର୍ଣ୍ଣ ସୁଯୋଗ, ଡାକ ବିଭାଗରେ ନିଯୁକ୍ତି ଜାରି

ଭାରତୀୟ ଡାକ ବିଭାଗର ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ମୁତାବକ ଜମ୍ମୁ ଏବଂ କଶ୍ମରୀରେ ଏହି ପଦବୀରେ ନିଯୁକ୍ତି ହେବ। ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନର ଶେଷ ତାରିଖ ଆସନ୍ତା କାଲି ଅର୍ଥାତ ୦୫ ଅଗଷ୍ଟ ୨୦୨୦ ସ୍ଥିର କରାଯାଇଛି। ଯେଉଁ ଆବେଦନକାରୀ ଡାକ ବିଭାଗରେ ନିଯୁକ୍ତି ପାଇଁ ଇଛୁକ ସେମାନେ ତୁରନ୍ତ ଆବେଦନ କରନ୍ତୁ।

ପଦବୀ ବିବରଣୀ:

ଗ୍ରାମୀଣ ଡାକ ସେବକ (GDS): ୪୪୨

postalଶିକ୍ଷାଗତ ଯୋଗ୍ଯତା:

ଆବେଦନକାରୀ କୌଣସି ମାନ୍ଯତାପ୍ରାପ୍ତ ସଂସ୍ଥାରୁ ଦଶମ ପାସ୍ କରିଥିବା ଆବଶ୍ଯକ।

ବୟସ ସୀମା:

ଆବେଦନକାରୀଙ୍କ ନ୍ଯୁନତମ ବୟସ ସୀମା ୧୮ ବର୍ଷ ଏବଂ ଅଧିକତମ ବୟସ ସୀମା ୪୦ ବର୍ଷ ନିର୍ଦ୍ଦାରିତ କରାଯାଇଛି।

postmanଏପରି କରନ୍ତୁ ଆବେଦନ:

ଗ୍ରାମୀଣ ଡାକ ସେବକ (GDS) ପଦବୀରେ ଆବେଦନ ପାଇଁ ଇଛୁକ ଏବଂ ଯୋଗ୍ଯ ଆବେଦନକାରୀ ଅଫିସିଆଲ ୱେବସାଇଟ୍ www.appost.in କୁ ଯାଇ ଆସନ୍ତାକାଲି ୦୫ ଅଗଷ୍ଟ ୨୦୨୦ ପର୍ଯ୍ଯନ୍ତ ପଞ୍ଜିକରଣ ପ୍ରକ୍ରିୟା ପୂରଣ କରିପାରିବେ।

ଚୟନ ପ୍ରକ୍ରିୟା:

ମେରିଟ୍ ଆଧାରରେ ଆବେଦନକାରୀଙ୍କୁ ଚୟନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.