କମ୍ ହେଲା ସୁନା ଦର , ଜାଣନ୍ତୁ କେତେ

ନୂଆଦିଲ୍ଲୀ : ଦେଶର ଗହଣା ବଜାରରେ ସୁନା ଓ ରୁପା ଦରରେ କିଛିଟା ହ୍ରାସ ଦେଖାଯାଇଛି। ୧୦ ଗ୍ରାମ ପ୍ରତି ସୁନାର ଦରରେ ୨୮୦ ଟଙ୍କା କମ୍ ହୋଇଥିବା ବେଳେ, ୧ କିଲୋଗ୍ରାମ ରୁପାର ଦରରେ ୩୪୫ଟଙ୍କାର ହ୍ରାସ ଘଟିଛି। ଏହା ବିଷୟରେ ଅଲ୍‌ ଇଣ୍ଡିଆ ସରାଫା ଆସୋସିଏସନ୍‌ ସୂଚନା ଦେଇଛନ୍ତି। ଭାରତରେ କମ ହୋଇଥିବା ମୂଲ୍ୟର କାରଣ ଅନ୍ତର୍ଜତୀୟ ବଜାରରେ ସୁନା ଓ ଦରରେ ହ୍ରାସ ବୋଲି ଜଣାପଡିଛି।

କେତେ ରହିଛି ମୂଲ୍ୟ

୧୦ ଗ୍ରାମ ପ୍ରତି ସୁନା ମୂଲ୍ୟ – ୨୨ କ୍ୟାରେଟର ୩୨,୮୩୦ ଟଙ୍କା
୧୦ ଗ୍ରାମ ପ୍ରତି ସୁନା ମୂଲ୍ୟ – ୨୪ କ୍ୟାରେଟର ୩୨, ୬୬୦ ଟଙ୍କା
୧ କିଲୋଗ୍ରାମ ରୁପା ମୂଲ୍ୟ – ୩୮,୭୨୫ ଟଙ୍କା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.