ସୁନା ଦର ଆକାଶ ଛୁଆଁ, ତଥାପି ଧନତରେସରେ ବୋହି ନେଲେ ୨୫୦ କୋଟି ଟଙ୍କାର ସୁନା
ଧନତରେସରେ ବୋହି ନେଲେ ସୁନା, ଗହଣା । ଗୋଟିଏ ଦିନର ବୋହିନେଲେ ୨୫୦ କୋଟି ଟଙ୍କାର ସୁନା । ସୁନା ଦର ଏବେ ଆକାଶ ଛୁଆଁ । ତଥାପି କିଣିବାରେ ତିଳେମାତ୍ରେ କୁଣ୍ଠା ବୋଧ କଲେ ନାହିଁ ଗ୍ରାହକ । ରାଜ୍ୟର ବିଭିନ୍ନ ସହରାଞ୍ଚଳ, ଗ୍ରାମାଞ୍ଚଳରେ ଥିବା ସୁନା ଦୋକାନ ଗୁଡିକରେ ଗହଣା ଦୋକାନ ଓ ସୋରୁମ…