Below header

କ୍ଵାରେଣ୍ଟାଇନ୍ ଅନ୍ତେବାସୀ ହେବ ତ ଏମିତି: ନୈତିକତା ଓ ଦେଶ ଭକ୍ତି ଦେଖାଇବା ସହ କରୁଛନ୍ତି ଯୋଗ ଓ ପ୍ରାଣାୟମ

ଭଞ୍ଜନଗର: କ୍ୱାରେଣ୍ଟାଇନ ସେଣ୍ଟରରେ ନୈତିକତା ଓ ଦେଶ ଭକ୍ତି ଦେଖାଇଲେ ସୁରତ ଫେରନ୍ତା । ପ୍ରତ୍ୟେକ ଦିନ ସକାଳେ ସାମାଜିକ ଦୂରତ୍ୱ ରକ୍ଷା କରି ଜାତୀୟ ସଙ୍ଗୀତ ଗାନ କରୁଛନ୍ତି ପ୍ରବାସୀ ଓଡ଼ିଆ । ଏହା ସହ ଯୋଗ ଓ ପ୍ରାଣାୟମ କରୁଛନ୍ତି । ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ କଳମ୍ବ ଗାଁ ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟ କ୍ୱାରେଣ୍ଟାଇନ ସେଣ୍ଟରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

https://www.facebook.com/knewsodisha/videos/532847734269303/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.