Below header

ଆସନ୍ତା ସେପ୍ଟେମ୍ବର ମାସରେ ଫିଲ୍ମ ରିଲିଜ୍ ହେବ ବଲିଉଡ୍ ମୁଭି ହଲ୍କା

ଆସୁଛି ବଲିଉଡ୍ ମୁଭି ହଲ୍କା । ଆସନ୍ତା ସେପ୍ଟେମ୍ବର ମାସରେ ଫିଲ୍ମ ରିଲିଜ୍ ହେବ । ଏହି ଫିଲ୍ମର ନିର୍ଦ୍ଦେଶନା ସହ ପ୍ରଯୋଜନା କରିଛନ୍ତି ନୀଳମାଧବ ପଣ୍ଡା । ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶଙ୍କର ଏହସାନ୍ ଲୟ । ଏହି ଫିଲ୍ମ ସଂପର୍କରେ ନୀଳମାଧବ ପଣ୍ଡାଙ୍କ ସହ ଆଲୋଚନା କରିଛନ୍ତି, ଡେପୁଟୀ ଏଡିଟର ମୃଣାଳକାନ୍ତି ନନ୍ଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.