Below header

ଦେଶୀ ଗର୍ଲଙ୍କ ବିଦେଶୀ ବର,ନିକ୍ ଜୋନଙ୍କ ହାତ ଧରିଲେ ବଲିଉଡ୍ ବିୟୁଟି ପ୍ରିୟଙ୍କା

ଦେଶୀ ଗର୍ଲଙ୍କ ଫ୍ୟାନ ମାନଙ୍କ ଖୁସିର ଖବର। ଫ୍ୟାନଙ୍କ ଅପେକ୍ଷାର ଅନ୍ତ ହୋଇଛି। ଦେଶୀ କନିଆଁ ସହିତ ବିଦେଶୀ ବର । ସାତ ଜନ୍ମର ସାଥି ହେଲେ ବଲିଉଡ ବ୍ୟୁଟି ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ପ୍ରେମିକ ନିକ୍ ଜୋନ୍ । ଗତକାଲି ଖ୍ରୀଷ୍ଟିଆନ୍ ରୀତିନୀତିରେ ବାହାଘର ସରିଛି । ରାଜସ୍ଥାନା ଯୋଧପୁରର ଉମୈଦ ଭବନ ପ୍ୟାଲେସରେ ଆଡମ୍ବରରେ ଏହି ବିବାହ ସମ୍ପନ୍ନ ହୋଇଛି ।

priyanka chopra mehndiଏଥିସହ ଦୁହିଁଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଚର୍ଚ୍ଚାର ଅବସାନ ଘଟିଛି । ଆଜି ଉଭୟ ହିନ୍ଦୁ ପରମ୍ପରା ଅନୁସାରେ ବିବାହ କରିବେ । ଗତବର୍ଷ ମେଟ୍ ଗାଲା ଇଭେଣ୍ଟରେ ଉଭୟଙ୍କ ସାକ୍ଷାତ ହୋଇଥିଲା । ସେବେଠୁ ଦୁହିଁଙ୍କ ରିଲେସନ ବଢିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.