Below header

ଜାଣନ୍ତୁ କେମିତି କଟିବ ଆଜିର ଦିନ

ମେଷ : ଦିନଟି ଆପଣଙ୍କୁ ଅଧିକ ଲାଭ ଦେବ। ଲୋକଙ୍କ ବିଶ୍ବାସ ଆପଣଙ୍କ ଉପରେ ବଜାୟ ରହିବ। ଦୂରସ୍ଥାନକୁ ଯାତ୍ରାରେ ଯିବେ।

brushaବୃଷ : କର୍ମକ୍ଷେତ୍ରରେ ଭଲ ନିୟମ ତିଆରି କରି ତଦନୁସାରେ କାମ କରିବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ବୃଦ୍ଧି ହେବ।

mithunaମିଥୁନ : ନୂଆ ରଣ କୌଶଳ ଆପଣଙ୍କ ଲାଗି ଲାଭଦାୟକ ହେବ। ଜୀବନସାଥୀଙ୍କ ଠାରୁ ପ୍ରେମ ଓ ସୁଖ ପାଇବେ। ଛାତ୍ରଙ୍କ ଲାଗି ଦିନଟି ଭଲ।

karkataକର୍କଟ : ଇଷ୍ଟଦେବ ଆରାଧନାରେ ମନକୁ ଶାନ୍ତି ମିଳିବ। ଭଲ ସୁଯୋଗ ମିଳିପାରେ। ଘରୋଇ ଜୀବନରେ ସୁଖ-ଶାନ୍ତି ବଢ଼ିବ।

singhaସି˚ହ : ଆତ୍ମସମୀକ୍ଷାରେ ସମୟ ବିତିବ। ଆପଣଙ୍କ ସହିତ ଭୁଲ କରିଥିବା ବ୍ୟକ୍ତିଙ୍କୁ କ୍ଷମା କରିବେ। ମନ୍ଦିରକୁ ଯାଇ ଠାକୁର ଦର୍ଶନ କରନ୍ତୁ, ଆଶା ପୂରଣ ହେବ।

kanyaକନ୍ୟା : ବ୍ୟବସାୟରେ ପ୍ରଗତି। ଭଲ ଲୋକଙ୍କ ସହାୟତାରେ ଧନଲାଭର ଯୋଗ। ଜୀବନସାଥୀଙ୍କ ଠାରୁ ପ୍ରେମ ଓ ସୁହାଗ ମିଳିବ।

tulaaତୁଳା : ବ୍ୟାବସାୟିକ କାର୍ଯ୍ୟରେ ବଡ଼ ଲୋକଙ୍କ ସହ ସାକ୍ଷାତ୍‌ ଓ ଆଲୋଚନା ଲାଭପ୍ରଦ ହେବ। ଚାକିରିରେ କର୍ତ୍ତୃତ୍ବ ବଢ଼ିବ। ଭୂସ˚ପତ୍ତି କିଣିବା ଯୋଗ ରହିଛି।

bichhaବିଛା : ସକାରାତ୍ମକ ଭାବନା ଓ ଶକ୍ତିକୁ ପ୍ରୟୋଗ କରନ୍ତୁ। ଶିକ୍ଷାକ୍ଷେତ୍ରରେ ଉନ୍ନତି ଲାଗି ନୂଆ ସୁଯୋଗ ପାଇବେ। ବିବାହିତଙ୍କ ଲାଗି ଦିନଟି ଭଲ।

dhanuଧନୁ : କ୍ୟାରିଅର ସମ୍ବନ୍ଧରେ ବିଚାର ବିମର୍ଶ କରିବେ। ରାଜନୀତିରେ ଲାଭ ମିଳିପାରେ। ଛାତ୍ରୀଙ୍କୁ ପରୀକ୍ଷାରେ ଭଲ ଫଳ ମଳିବ।

makaraମକର : ମିତ୍ରଙ୍କ ସହାୟତା ପାଇବେ। ଧନଲାଭର ନୂଆ ରାସ୍ତା ଖୋଲିବ। ଲିଖନ କାର୍ଯ୍ୟରେ ରୁଚି ରହିବ। ଧର୍ମସ୍ଥାନକୁ ଯାତ୍ରାରେ ଯାଇପାରନ୍ତି।

kumbhaକୁମ୍ଭ : ସାରା ଦିନ ଖୁସି ଓ ସ‌େତଜ ରହିବେ। ଅଟକିଥିବା ଅର୍ଥ ଫେରିପାଇବେ। ବୈବାହିକ ସମସ୍ୟାର ସମାଧାନ ହେବ।

mina

ମୀନ: ଆତ୍ମବିଶ୍ୱାସର ସ୍ତର ଉଚ୍ଚା ରହିବ। କାମକୁ ସ˚ପୂର୍ଣ୍ଣ କରିବା ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଜାୟ ରହିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.