Below header

କେମିତି କଟିବ ଆଜିର ଦିନ

mesha

ମେଷ : ବିଦେଶ ଯାତ୍ରା କରିପାରନ୍ତି । ଧନ ଲାଭ ସହ ମାନ ସମ୍ମାନ ପ୍ରାପ୍ତି ହେବ । ବନ୍ଧୁ ମିଳନ ଯୋଗ ରହିଛି।

brushaବୃଷ : ଭାବିଚିନ୍ତି ଧନ ନିବେଶ କରନ୍ତୁ । ମନ ଆୟତ୍ତରେ ରଖନ୍ତୁ । ବେପାର ବାଣିଜ୍ୟ ଓ କର୍ମକ୍ଷେତ୍ରରେ ସଫଳତା ମିଳିବ ।

mithunaମିଥୁନ : ବାଣୀ ନିୟନ୍ତ୍ରଣରେ ରଖନ୍ତୁ । କର୍ତ୍ତବ୍ୟ ପରାୟଣ ହୋଇ କାର‌୍ୟ୍ୟ କରନ୍ତୁ । ପାରିବାରିକ ସମସ୍ୟା ଦୂର ହେବ ।

karkataକର୍କଟ : ସୁସ୍ୱାଦୁ ଭୋଜନ କରିବେ । ପରାଜୟ କ୍ଷେତ୍ରରେ ଜୟ ଲାଭ କରିବେ । ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ ।

singhaସିଂହ : ସନ୍ତାନକୁ ନେଇ ଆନନ୍ଦିତ ହେବେ । କାହାସହ ଯୁକ୍ତିତର୍କ କରନ୍ତୁ ନାହିଁ । ବିଦ୍ୟାର୍ଥୀ ସଫଳତା ପାଇବେ ।

kanyaକନ୍ୟା : କର୍ମକ୍ଷେତ୍ରରେ ସଜାଗ ରୁହନ୍ତୁ । ସ୍ଥିର ମନରେ କାର‌୍ୟ୍ୟ କରନ୍ତୁ । ଗାଡ଼ି ଚଲାଇବା ବେଳେ ସାବଧାନ ରହିବା ଆବଶ୍ୟକ ।

tulaaତୁଳା : ଭ୍ରମଣ ଯୋଗ ରହିଛି। ମାନ ସମ୍ମାନ ପ୍ରାପ୍ତି ସହ ଧନ ଲାଭ ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

bichhaବିଛା : ଶରୀର ଅସୁସ୍ଥ ରହିପାରେ । ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ ।

dhanuଧନୁ : ପାରିବାରିକ ସମସ୍ୟା ଦେଖା ଦେଇପାରେ । ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ । ଗୁରୁଜନଙ୍କ ସମ୍ମାନ କରନ୍ତୁ ।

makaraମକର : ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । କୋର୍ଟ କଚେରୀ ମାମଲା ଦେଖା ଦେଇପାରେ । ଭାବିଚିନ୍ତି ପ୍ରତ୍ୟେକ କାର‌୍ୟ୍ୟ କରନ୍ତୁ ।

kumbhaକୁମ୍ଭ : ପାରିବାରିକ ସହଯୋଗ ମିଳିବ । ସନ୍ତାନକୁ ନେଇ ଚିନ୍ତିତ ହେବେ । ବିଦ୍ରାର୍ଥୀ ସଚେତନ ରହିବା ଆବଶ୍ୟକ ।

minaମୀନ : ସୁସ୍ୱାଦୁ ଭୋଜନ କରିବେ । ବେପାର ବାଣିଜ୍ୟ ଓ କର୍ମକ୍ଷେତ୍ରରେ ସଫଳତା ମିଳିବ । ପାରିବାରିକ ସମସ୍ୟା ଦୂର ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.