Below header

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ଶୁଭ ରହିବ ଦିନ । ବ୍ଯବସାୟରେ ଉନ୍ନତି ହେବ । ଭଲ ଖବର ମିଳିପାରେ । ଅଫିସ୍ ଯିବା ସମୟରେ ଲାଲ୍ ରଙ୍ଗର ପୋଷାକ ପିନ୍ଧି ଯାଆନ୍ତୁ ।

https://www.youtube.com/watch?v=xsS5ogpMago

ବୃଷ : ଦୀର୍ଘ ଦିନ ଧରି ଚାଲିଥିବା ମକଦ୍ଦମା ଶେଷ ହୋଇପାରେ । ଦିନଟି ଶୁଭ ରହିବ ।

https://www.youtube.com/watch?v=gZ3Z_0Fsbko

ମିଥୁନ : ପରିବାରରେ ବିଶୃଙ୍ଖଳା ସୃଷ୍ଟି ହୋଇପାରେ  । ଗାଇକୁ ନିଜ ହାତରେ ଚାରା ଦିଅନ୍ତୁ ।

https://www.youtube.com/watch?v=4R7W9fzCFuM

କର୍କଟ : ବିପଦ ଦୂର ହେବ । ଶୁଭ ରହିବ ଦିନ ।

https://www.youtube.com/watch?v=eRFRUCrNxa0

ସିଂହ : ଅସହାୟ ଅନୁଭବ କରିପାରନ୍ତି ।  ଲଟେରୀ ଭଳି କାମରେ ସମ୍ପୃକ୍ତ ବ୍ଯକ୍ତିଙ୍କ ଶୁଭ ରହିବ ଦିନ ।

https://www.youtube.com/watch?v=2nbQmC0AT5s

କନ୍ଯା : ଘରେ ସାମାନ୍ଯ କଥାରେ ବିଭେଦ ହୋଇପାରେ । ପିଲାମାନଙ୍କୁ ନେଇ ମନ୍ଦ ଖବର ଶୁଣିପାରନ୍ତି ।

https://www.youtube.com/watch?v=T0frPq5Fqk4

ତୁଳା : ସାମାନ୍ଯ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । କିଛି ମିଶ୍ରି ଦାନା ପାଣିରେ ପ୍ରବାହିତ କରନ୍ତୁ ।

https://www.youtube.com/watch?v=p0lkyhaisso

ବିଛା : ବ୍ଯାକୁଳ ରହିବ ମନ । ମାଙ୍କଡଙ୍କୁ କିଛି ଖାଦ୍ଯ ଖାଇବାକୁ ଦିଅନ୍ତୁ ।

https://www.youtube.com/watch?v=cWbuNQk5PJ0

ଧନୁ : ଦାନ୍ତ, ନଖ କିମ୍ବା ଗୋଡରେ କିଛି ଆଘାତ ପାଇ ପାରନ୍ତି । ବାକ୍ ସଂଯମତା ରକ୍ଷା କରନ୍ତୁ ।

https://www.youtube.com/watch?v=U5Bcl-mjI2E

ମକର : ଅଶୁଭ ରହିବ ଦିନଟି । କିଛି ରୂପା ଦାନ କରନ୍ତୁ ।

https://www.youtube.com/watch?v=B3cpcivYzYA

କୁମ୍ଭ :ରାଜକୀୟ ପଦ ପଦବୀ ମିଳିପାରେ ।

https://www.youtube.com/watch?v=Jjve1o7MB7E

ମୀନ : ପ୍ରତିକୂଳ ପରିସ୍ଥିତ ସୃଷ୍ଟି ହୋଇପାରେ । କିଛି ଦୁଗ୍ଧ ଜାତୀୟ ଦ୍ରବ୍ଯ ଦାନ କରନ୍ତୁ ।

https://www.youtube.com/watch?v=TnDhin7rkJQ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.