Below header

ଜାଣନ୍ତୁ ଆଜିର ଭାଗ୍ୟ !

mesha

ମେଷ : ଭ୍ରମଣ ଯୋଗ ରହିଛି । ଶତ୍ରୁ ବୃଦ୍ଧି ହେବ । ମାନସିକ ଶାନ୍ତି ରଖନ୍ତୁ । ଶରୀର ଅସୁସ୍ଥ ରହିବ ।

brushaବୃଷ : ପିତାଙ୍କ ସହଯୋଗ ପାଇବେ । ଆୟ ଉତ୍ତମ ରହିବ । ସନ୍ତାନକୁ ନେଇ ଚିନ୍ତାବୃଦ୍ଧି ହେବ ।

mithunaମିଥୁନ : ପରିବାରର ସହଯୋଗ ପାଇବେ । କର୍ମକ୍ଷେତ୍ରରେ ଉନ୍ନତି ହେବ । ବନ୍ଧୁ ମଳିନ ହେବ ।

karkataକର୍କଟ : ପରିବାରରେ ମନ ମିଳାଇ ଚଳନ୍ତୁ । ଧନଲାଭ ହେବ । ମାନସମ୍ମାନ ପ୍ରାପ୍ତି ହେବ ।

singhaସିଂହ : ସୁସ୍ୱାଦୁ ଭୋଜନ କରିବେ । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ ।

kanyaକନ୍ୟା : ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଦାମ୍ପତ୍ୟ ଜୀବନରେ ସୁଖ ଦେଖାଦେବ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ ।

tulaaତୁଳା : ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ଶରୀର ଅସୁସ୍ଥ ରହିବ । ଖର୍ଚ୍ଚବୃଦ୍ଧି ହେବ ।

bichhaବିଛା : ସନ୍ତାନକୁ ନେଇ ଚିନ୍ତିତ ରହିବେ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଛୋଟ ଛୋଟ କଥାକୁ ନେଇ ବ୍ୟତିବ୍ୟସ୍ତତା ଦେଖାଦେବ ।

dhanuଧନୁ : ଗୁରୁଜନଙ୍କ ସମ୍ମାନ କରନ୍ତୁ । କର୍ମକ୍ଷେତ୍ରରେ ସଜାଗ ରହନ୍ତୁ । କୋର୍ଟକଚେରୀ ମାମଲା ଠାରୁ ଦୂରେଇ ରହନ୍ତୁ ।

makaraମକର :ପିତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । କର୍ମକ୍ଷେତ୍ରରେ ଉନ୍ନତି ହେବ । ପରିବାରର ସହଯୋଗ ପାଇବେ ।

kumbhaକୁମ୍ଭ : ବିଦ୍ୟାର୍ଥୀ ସଫଳତା ଅର୍ଜନ କରିବେ । ସନ୍ତାନକୁ ନେଇ ଆନନ୍ଦିତ ହେବେ । ପାରିବାରିକ ସମସ୍ୟା ଦୂର ହେବ ।

minaମୀନ : ମନରୁ ସନ୍ଦେହ ଭାବ ଦୂର କରନ୍ତୁ । ବେପାର ପାଣିଜ୍ୟରେ ସଫଳତା ପାଇବେ । ଗାଡ଼ି ଚଳାଚଳ ବେଳେ ସାବଧାନ ରହନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.