Below header

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

mesha

ମେଷ : କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ମିଳିବ । ପରିବାରରେ ମନ ମିଳାଇ ଚଳନ୍ତୁ । ଧନ ପ୍ରାପ୍ତି ଓ ଭ୍ରମଣ ଯୋଗ ରହିଛି ।

brushaବୃଷ : ଦୂର ଯାତ୍ରା କରନ୍ତୁ ନାହିଁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ଖର୍ଚ୍ଚ ବୃଦ୍ଧି ହୋଇପାରେ ।

mithunaମିଥୁନ : ସନ୍ତାନଙ୍କୁ ନେଇ ଆନନ୍ଦିତ ହେବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ ।

karkataକର୍କଟ : କର୍ତ୍ତବ୍ୟ ପରାୟଣ ହୋଇ କାର‌୍ୟ୍ୟ କରନ୍ତୁ । ବନ୍ଧୁ ମିଳନ ଯୋଗ ରହିଛି । ଗୁରୁଜନଙ୍କ ସମ୍ମାନ କରନ୍ତୁ ।

singhaସିଂହ : କାହାସହ ଯୁକ୍ତିତର୍କ କରନ୍ତୁ ନାହିଁ । ମନ ଆୟତ୍ତରେ ରଖନ୍ତୁ । ଧର୍ମକାର‌୍ୟ୍ୟରେ ଯୋଗ ଦେଇ ପାରନ୍ତି ।

kanyaକନ୍ୟା : ମନରୁ ସନ୍ଦେହ ଭାବ ଦୂର କରନ୍ତୁ । ଗାଡ଼ି ଚଳାଚଳ ବେଳେ ସାବଧାନ ରହିବା ଆବଶ୍ୟକ । ତରବରିଆ ଭାବେ କୌଣସି କାର‌୍ୟ୍ୟ କରନ୍ତୁ ନାହିଁ ।

tulaaତୁଳା : ପିତାଙ୍କ ସ୍ୱାସ୍ଥ୍ୟରେ ଅବନ୍ନତି ଦେଖାଦେବ । ଧର୍ମକାର‌୍ୟ୍ୟରେ ବାଧା ଉପୁଜିବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

bichhaବିଛା : ସ୍ୱାସ୍ଥ୍ୟରେ ଅବନ୍ନତି ଦେଖାଦେବ । ଭାବିଚିନ୍ତି ପ୍ରତ୍ୟେକ କାର‌୍ୟ୍ୟ କରନ୍ତୁ । ସୁସ୍ୱାଦୁ ଭୋଜନ ସହ କର୍ମକ୍ଷେତ୍ରରେ ଉନ୍ନତି କରିବେ ।

dhanuଧନୁ : ପରିବାରରେ ଅଶାନ୍ତି ଦେଖା ଦେଇପାରେ । ସ୍ୱାସ୍ଥ୍ୟର ଯତ୍ନ ନେବା ସହ ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଖର୍ଚ୍ଚ ବୃଦ୍ଧି ହେବ ।

makaraମକର : ପରିବାରର ସହଯୋଗ ମିଳିବ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ଦୂରଯାତ୍ରା ଯୋଗ ରହିଛି ।

kumbhaକୁମ୍ଭ : ଗୁରୁଜନଙ୍କ ସମ୍ମାନ କରନ୍ତୁ । ଭାବିଚିନ୍ତି ପ୍ରତ୍ୟେକ କାର‌୍ୟ୍ୟ କରନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଧନଲାଭ ଯୋଗ ରହିଛି ।

minaମୀନ : ସୁସ୍ୱାଦୁ ଭୋଜନ ସହ କର୍ମକ୍ଷେତ୍ରରେ ଉନ୍ନତି କରିବେ । ପରିବାରରେ ମନମିଳାଇ ଚଳନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.