Below header

ବାସ୍ତୁ ସହିତ ଜଡିତ ଏହି ଚାରିଟି କଥା ମାନନ୍ତୁ, ନିଶ୍ଚିତ ବଦଳାଇଦେବ ଆପଣଙ୍କ ଭାଗ୍ୟ

ଆପଣ ଯେତେ ବି ପରିଶ୍ରମ କଲେ ସୁଦ୍ଧା ଆପଣଙ୍କୁ ମନ ମୁତାବକ ଉଚିତ ପରିଣାମ ମିଳୁନାହିଁ। ଏଥିପାଇଁ ଆପଣ ହତାଶ ହେଉଛନ୍ତି କି ? ଏମିତିରେ କିଛି ବାସ୍ତୁଦୋଷ ଆପଙ୍କ ଅସଫଳତାର କାରଣ ସାଜିଥାଏ, ଯାହା ଆପଣ ଜାଣିପାରନ୍ତି ନାହିଁ। ଘରେ ଥିବା ବାସ୍ତୁଦୋଷ ଆପଣଙ୍କ କର୍ମ ଉପରେ ମଧ୍ୟ ପଡିଥାଏ। ଆମେ ଆଜି ଆପଣଙ୍କୁ କିଛି ବାସ୍ତୁ ଟିପ୍ସ ଜଣାଇବୁ, ଯାହା ଆପଣଙ୍କ ଜୀବନକୁ ପରିବର୍ତ୍ତନ କରିବା ସହ ସଫଳତା ମଧ୍ୟ ଦେବ। ଆସନ୍ତୁ ଜାଣିବା , କ’ଣ ରହିଛି ଏହି ବାସ୍ତୁ ଟିପ୍ସ..

crystal

  • ସବୁବେଳେ ଆପଣ ନିଜ ଟେବୁଲ କିମ୍ବା ଛାତରୁ ଏକ ଡାଇମଣ୍ଡ କ୍ରିଷ୍ଟାଲ ଝୁଲାଇ ରଖନ୍ତୁ, ଯାହା ଆପଣଙ୍କ ଉପରେ ପଡୁଥିବା ନକାରାତ୍ମକ ଶକ୍ତିର ପ୍ରଭାବକୁ ଦୂର କରିବ।
  •  ଗରମ ଏବ ଥଣ୍ଡା ବସ୍ତୁକୁ ଏକା ସଙ୍ଗରେ ଥାକ କରି ରଖନ୍ତୁ ନାହିଁ।, ଯେପରି କି ଫ୍ରିଜ ଉପରେ ମାଇକ୍ରୋେଓ୍ଵଭ ଓଭାନ କିମ୍ବା ଟୋଷ୍ଟର ଇତ୍ୟାଦି।

horse

  • ନିଜେ ବସୁଥିବା ସ୍ଥାନ ପଛପଟେ ପାହାଡ କିମ୍ବା ଦୌଡୁଥିବା ଘୋଡା ଚିତ୍ର ଲଗାନ୍ତୁ। ଭଲ ଫଳ ମିଳିବ।
  • ଆପଣ ପ୍ରତିଦିନର ଆୟ ଯେଉଁ ସ୍ଥାନରେ ରଖୁଛନ୍ତି, ସେଥିରେ ଏକ ଦର୍ପଣ ଲଗାନ୍ତୁ। ଏପରି କଲେ ପଇସାର ପ୍ରତିବିମ୍ବ ଦେଖାଦେବ।  ନିଶ୍ଚିତ ଆପଣଙ୍କ ବାସ୍ତୁଦୋଷ ମଧ୍ୟ ଦୂର ହେବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.