Below header

CBSE ଦଶମ ପରୀକ୍ଷା ବାତିଲ ଓ ଦ୍ୱାଦଶ ସ୍ଥଗିତ, ଟ୍ୱିଟ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଦେଲେ ସୂଚନା

CBSE ଦଶମ ପରୀକ୍ଷା ବାତିଲ ଓ ଦ୍ୱାଦଶ ସ୍ଥଗିତ। ଏ ନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ। ପରିସ୍ଥିତି ସ୍ୱାଭାବିକ ହେବା ପରେ ପୁଣି ଥରେ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ। ଯେଉଁମାନେ ରେଜଲ୍ଟରେ ସନ୍ତୁଷ୍ଟ ନ ହେବେ ସେମାନେ ପୁଣିଥରେ ପରୀକ୍ଷା ଦେଇ ପାରିବେ। ପରିସ୍ଥିତି ସ୍ୱାଭାବିକ ହେଲା ପରେ ପରୀକ୍ଷା ଦେଇ ପାରିବେ ଛାତ୍ରଛାତ୍ରୀ। ଜୁନ 1ରେ ପରିସ୍ଥିତି ସମୀକ୍ଷା ହେବ ଓ ପରୀକ୍ଷାର 15 ଦିନ ପୂର୍ବରୁ ସୂଚନା ଦିଆଯିବ ବୋଲି ସୂଚନା ଦେଇଛନ୍ତି ରମେଶ ପୋଖରିୟାଲ । କରୋନା ଯୋଗୁ ସ୍କୁଲ ବନ୍ଦ ରହିଥିବାରୁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.