Below header

କୋଲକାତାରେ ଜମୁଛି ଦୁର୍ଗାପୂଜା, ସନ୍ତୋଷ ମିତ୍ର ସ୍କୋୟାର ମଣ୍ଡପ ନିର୍ମାଣରେ ଲାଗିଛି ସୁନା, ରୁପା ସହ ୧୦ ଟନ୍‌ ଜବ କାଚ

କୋଲକାତା(କେନ୍ୟୁଜ୍):କୋଲକାତାରେ ଜମୁଛି ଦୁର୍ଗାପୂଜା। ସନ୍ତୋଷ ମିତ୍ର ସ୍କୋୟାର ମଣ୍ଡପରେ ବେଶ ଯାକଜମକରେ ଚାଲିଛି ମାଆଙ୍କ ଆବାହନ। ଚଳିତବର୍ଷ ଏଠାରେ ଦେବୀ ଦୁର୍ଗା, ଅନ୍ୟ ଦେବଦେବୀ ଓ ବାହନ ସୁନାରେ ନିର୍ମାଣ କରାଯାଇଛି। ମୂର୍ତ୍ତି ଓ ମଣ୍ଡପ ନିର୍ମାଣରେ ସୁନା, ରୁପା ସହ ୧୦ ଟନ୍‌ ଜବ କାଚ ଲାଗିଛି। ସେହିପରି ମାୟାପୁର ଇସ୍କନ ମନ୍ଦିର ଢାଞ୍ଚାରେ ନିର୍ମାଣ କରାଯାଇଛି ମଣ୍ଡପ। ଗତବର୍ଷ ଏଠାରେ ରୂପାର ରଥ ଉପରେ ଦେବୀ ବିରାଜମାନ କରିଥିବା ବେଳେ ସୁନାର ଶାଢ଼ୀ ପରିଧାନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.