Below header

ଗିରଫ ହେବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ !

ଗିରଫ ହେବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଇମ୍ରାନଙ୍କୁ ଗିରଫ କରିବାକୁ ଲାହୋରର ଜମାନ ପାର୍କ ବାସଭବନରେ ୱାରେଣ୍ଟ ନେଇ ପହଞ୍ଚିଛି ଇସ୍‌ଲାମବାଦ ପୋଲିସ। ସମସ୍ତ ନ୍ୟାୟିକ ପ୍ରକ୍ରିୟା ଶେଷ କରି ତାଙ୍କୁ ଗିରଫ କରାଯିବ ବୋଲି ପାକିସ୍ତାନ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି।

ଇସଲାମବାଦ : ଗିରଫ ହେବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଇମ୍ରାନଙ୍କୁ ଗିରଫ କରିବାକୁ ଲାହୋରର ଜମାନ ପାର୍କ ବାସଭବନରେ ୱାରେଣ୍ଟ ନେଇ ପହଞ୍ଚିଛି ଇସ୍‌ଲାମବାଦ ପୋଲିସ। ସମସ୍ତ ନ୍ୟାୟିକ ପ୍ରକ୍ରିୟା ଶେଷ କରି ତାଙ୍କୁ ଗିରଫ କରାଯିବ ବୋଲି ପାକିସ୍ତାନ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି।

ତୋଷାଖାନା କେସ୍‌ରେ କୋର୍ଟଙ୍କ ସମନ ଅନୁସାରେ ହାଜର ନହେବାରୁ ତାଙ୍କୁ ଗିରଫ କରିବାକୁ ଇସଲାମାବାଗ ଅତିରିକ୍ତ ସେସନ୍‌ସ ଜଜ୍‌ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଇମ୍ରାନଙ୍କ ଗିରଫଦାରୀ ବିରୋଧରେ ପିଟିଆଇର କର୍ମୀଙ୍କୁ ଜମିନ ପାର୍କରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦଳର ନେତା ଫୱାଦ ଚୌଧୁରୀ। ଦେଶକୁ ଆଉ ସଙ୍କଟରେ ନପକାଇବାକୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଫୱାଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.