Below header

କରୋନା ଭାଇରସକୁ ଦୃଷ୍ଟିରେ ରଖି ସ୍ଥଗିତ ରହିଲା CBSE ଦଶମ ଓ ଦ୍ୱାଦଶ ସହ ଜେଇଇ ମେନ୍‌ ପରୀକ୍ଷା

କରୋନା ଭାଇରସକୁ ଦୃଷ୍ଟିରେ ରଖି ସ୍ଥଗିତ ରହିଲା CBSE ଦଶମ ଓ ଦ୍ୱାଦଶ ପରୀକ୍ଷା। ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ସ୍ଥଗିତ ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁନର୍ବାର ପରୀକ୍ଷା କାର୍ଯ୍ୟସୂଚୀ ସ୍ଥିର କରାଯିବ ବୋଲି ବୋର୍ଡ ସମ୍ପାଦକ କହିଛନ୍ତି। ପରୀକ୍ଷା ସିହତ ପରୀକ୍ଷା ଖାତା ମୂଲ୍ୟାୟନ କାର୍ଯ୍ୟ ମଧ୍ୟ ସ୍ଥଗିତ ରଖାଯାଇଛି। କରୋନା ସଂକ୍ରମଣ ପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ CBSE ଓ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନକୁ ପରୀକ୍ଷା ବନ୍ଦ ଲାଗି ନିର୍ଦ୍ଦେଶ ଦେଇଥିଲେ।ଜେଇଇ ମେନ୍‌ ପରୀକ୍ଷା ମଧ୍ୟ ବାତିଲ୍‌ ହୋଇଛି। ଆସନ୍ତା ଏପ୍ରିଲ ୫, ୭, ୯ ଓ ୧୧ତାରିଖରେ ପରୀକ୍ଷା ହେବାକୁ ଧାର୍ଯ୍ୟ ହୋଇଥିଲା। ମାର୍ଚ୍ଚ ୩୧ରେ ପରବର୍ତ୍ତୀ ପରୀକ୍ଷା ନେଇ ତାରିଖ ପ୍ରକାଶ ପାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.