Below header

ଭୋଟ୍‌ ଦେଉଛି ମେଘାଳୟ ଓ ନାଗାଲାଣ୍ଡ

ଭୋଟ୍‌ ଦେଉଛି ମେଘାଳୟ ଓ ନାଗାଲାଣ୍ଡ। ଉଭୟ ରାଜ୍ୟରେ ଭୋଟଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ । ଉଭୟ ରାଜ୍ୟର ୧୧୮ ଆସନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ୫୫୦ରୁ ଅଧିକ ପ୍ରାର୍ଥୀ। ନାଗାଲାଣ୍ଡର ୫୯ଟି ଆସନ ପାଇଁ ନିର୍ବାଚନ ହେଉଛି। ଏଠାରେ ବିଜେପି ଓ ଏନ୍‌ଡିପି ମିଳିତ ଭାବେ ନିର୍ବାଚନ ଲଢୁଛନ୍ତି। ମୈଦାନରେ ଅଛନ୍ତି ମୋଟ ୧୮୪ଜଣ ପ୍ରାର୍ଥୀ।

ନୂଆଦିଲ୍ଲୀ :  ଭୋଟ୍‌ ଦେଉଛି ମେଘାଳୟ ଓ ନାଗାଲାଣ୍ଡ। ଉଭୟ ରାଜ୍ୟରେ ଭୋଟଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ । ଉଭୟ ରାଜ୍ୟର ୧୧୮ ଆସନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ୫୫୦ରୁ ଅଧିକ ପ୍ରାର୍ଥୀ। ନାଗାଲାଣ୍ଡର ୫୯ଟି ଆସନ ପାଇଁ ନିର୍ବାଚନ ହେଉଛି। ଏଠାରେ ବିଜେପି ଓ ଏନ୍‌ଡିପି ମିଳିତ ଭାବେ ନିର୍ବାଚନ ଲଢୁଛନ୍ତି। ମୈଦାନରେ ଅଛନ୍ତି ମୋଟ ୧୮୪ଜଣ ପ୍ରାର୍ଥୀ।

୧୩ ଲକ୍ଷରୁ ଅଧିକ ମତଦାତା ସେମାନଙ୍କ ମତ ସାବ୍ୟସ୍ତ କରୁଛନ୍ତି।  ସେହିଭଳି ମେଘାଳୟରେ ୩୬୯ ଜଣ ପ୍ରାର୍ଥୀଙ୍କ ପାଇଁ ଭୋଟ ଦେଉଛନ୍ତି ୨୧ଲକ୍ଷରୁ ଅଧିକ ଭୋଟର। ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ମାର୍ଚ୍ଚ ୨ରେ ପ୍ରକାଶ ପାଇବ ଫଳାଫଳ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.