ପୁଣି ଜଳିଲା ଶିମିଳିପାଳ ୨୮ଟି ପଏଣ୍ଟରେ ଲାଗିଛି ନିଆଁ

ପୁଣି ଜଳିଲା ଜଙ୍ଗଲ । ଶିମିଳିପାଳ ଜଙ୍ଗଲରେ ନିଅାଁ । ଅଭୟାରଣ୍ୟର କୋର ଓ ବଫର ଏରିଆର ୨୮ଟି ପଏଣ୍ଟରେ ନିଅାଁ ଲାଗିଛି । ସାଟେଲାଇଟ୍‌ ରିପୋର୍ଟ ଆସିବା ପରେ ନିଅାଁ ଲିଭେଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି ବନ କର୍ମଚାରୀ । କିଛି ସ୍ଥାନରେ ନିଅାଁ ଲିଭିଥିବା ବେଳେ ଆଉ କିଛି ସ୍ଥାନରେ ଏବେବି ନିଅାଁ ଲାଗିଛି ।

ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ତଥା କ୍ଷେତ୍ର ନିର୍ଦ୍ଦେଶକ । ସେହିପରି ଉତ୍ତର ଶିମିଳିପାଳର ଚହଲା ରେଞ୍ଜର ଦୁଇଟି ପଏଣ୍ଟ ଓ ତାଳବନ୍ଧ ରେଞ୍ଜର ୮ଟି ପଏଣ୍ଟରେ ନିଆଁ ଲାଗିଛି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.