Below header

ସରୁନି ମହାରାଷ୍ଟ୍ର ମହାନାଟକ, ଆସନ୍ତାକାଲି ସୋନିଆ ଗାନ୍ଧୀଙ୍କୁ ଭେଟିବେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ଵାର

କେନ୍ୟୁଜ୍(ବ୍ୟୁରୋ): ସରୁନି ମହାରାଷ୍ଟ୍ର ମହାନାଟକ । ଆସନ୍ତାକାଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ଵାର । ଆଜି ବସିଥିବା ଏନ୍‌ସିପିିର କୋର କମିଟି ବୈଠକରେ ମହାରାଷ୍ଟ୍ରରେ ସରକାର ଗଠନ ନେଇ ଆଲୋଚନା ହୋଇଛି । ବୈଠକ ପରେ ଏନ୍‌ସିପି ନେତା ନଓ୍ଵାବ ମଲ୍ଲିକ କହିଛନ୍ତି, କାଲି ସୋନିଆ ଗାନ୍ଧୀଙ୍କ ସହ ଶରଦ ପାଓ୍ଵାର ଆଲୋଚନା କରିବେ । ଖୁବ୍‌ ଶୀଘ୍ର ମହାରାଷ୍ଟ୍ରରେ ସରକାର ଗଠନ ହେବ । ବୈଠକରେ ଶିବସେନାକୁ ସମର୍ଥନ ସଂପର୍କରେ ଆଲୋଚନା ହୋଇଛି । କଂଗ୍ରେସ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ଏନ୍‌ସିପି କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.