ବିଧାନସଭାରେ ବହୁମତ ସାବ୍ୟସ୍ତ କଲେ ଉଦ୍ଧବ ଠାକରେ, ସପକ୍ଷରେ ପଡ଼ିଲା ୧୬୯ ବିଧାୟକଙ୍କ ଭୋଟ୍
କେନ୍ୟୁଜ୍(ବ୍ୟୁରୋ): ଫ୍ଲୋର ଟେଷ୍ଟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ। ବିଧାନସଭାରେ ବହୁମତ ସାବ୍ୟସ୍ତ କଲେ ଉଦ୍ଧବ ଠାକରେ। ତାଙ୍କ ସପକ୍ଷରେ ପଡ଼ିଛି ୧୬୯ ବିଧାୟକଙ୍କ ଭୋଟ୍। ତେବେ ସରକାର ସପକ୍ଷରେ ଭୋଟ ଦେଲେ ନାହିଁ ଏମଏନ୍ଏସ୍ ବିଧାୟକ। ଅର୍ଥାତ ଉଦ୍ଧବଙ୍କ ଭାଇ ରାଜ ଠାକରେଙ୍କ ଦଳ…