Browsing Tag

Maharashtra politics

ସରୁନି ମହାରାଷ୍ଟ୍ର ମହାନାଟକ, ଆସନ୍ତାକାଲି ସୋନିଆ ଗାନ୍ଧୀଙ୍କୁ ଭେଟିବେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ଵାର

କେନ୍ୟୁଜ୍(ବ୍ୟୁରୋ): ସରୁନି ମହାରାଷ୍ଟ୍ର ମହାନାଟକ । ଆସନ୍ତାକାଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ଵାର । ଆଜି ବସିଥିବା ଏନ୍‌ସିପିିର କୋର କମିଟି ବୈଠକରେ ମହାରାଷ୍ଟ୍ରରେ ସରକାର ଗଠନ ନେଇ ଆଲୋଚନା ହୋଇଛି । ବୈଠକ ପରେ ଏନ୍‌ସିପି ନେତା ନଓ୍ଵାବ…

ମହାରାଷ୍ଟ୍ର ମହାନାଟକରେ ନୂଆ ମୋଡ, ରାଜ୍ୟରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ

ମହାରାଷ୍ଟ୍ରରେ ମହାଡ୍ରାମା। ୨୦ ଦିନ ଧରି ଚାଲିଲା ସରକାର ଗଠନ କସରତ। କିନ୍ତୁ କିଛି ହେଲାନି। ଶେଷରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ। କେନ୍ଦ୍ର କ୍ୟାବିନେଟର ସୁପାରିଶ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସସପେଣ୍ଡେଡ୍‌ ଆନିମେସନରେ ରହିଛି ମହାରାଷ୍ଟ୍ର ବିଧାନସଭା। ରାଜ୍ୟରେ…

ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି, ରାଜ୍ୟ ରାଷ୍ଟ୍ରପତି ଶାସନ ଆଡକୁ ଯାଉଥିବା ସ୍ପଷ୍ଟ ହେବାରେ ଲାଗିଛି

କେନ୍ୟୁଜ୍(ବ୍ୟୁରେ): ମହାରାଷ୍ଟ୍ର ଦିନକୁ ଦିନ ରାଜନୈତିକ ଅସ୍ଥିରତା ଆଡକୁ ଗତି କରୁଛି । ରାଷ୍ଟ୍ରପତି ଶାସନ ଆଡକୁ ଗତି କରୁଛି ମହାରାଷ୍ଟ୍ର ରାଜନୀତି । କଂଗ୍ରେସ ଏନସିପି ସମର୍ଥନରେ ସରକାର ଗଠନ ଲାଗି ଶିବସେନା ଉଦ୍ୟମ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କଂଗ୍ରେସର ସ୍ଥିତି ସ୍ପଷ୍ଟ ହୋଇନଥିବାରୁ…

ମହାରାଷ୍ଟ୍ରରେ ଡିଲ ଫାଇନାଲ, ସରକାର ଗଢ଼ିବ ଶିବସେନା

କେନ୍ୟୁଜ୍(ବ୍ୟୁରୋ):  ମହାରାଷ୍ଟ୍ରରେ ଡିଲ ଫାଇନାଲ । ସରକାର ଗଢ଼ିବ ଶିବସେନା । ସାମିଲ ହେବ ଏନସିପି । ବାହ୍ୟ ସମର୍ଥନ ଦେବ କଂଗ୍ରେସ । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଏନସିପିର ଅଜିତ ପାୱାର ହୋଇପାରନ୍ତି ଅଜିତ ପାୱାର । ଉଦ୍ଧବ ଠାକରେ-ସୋନିଆଙ୍କ…

ବିଜେପି ସରକାର ଗଠନ କରିବାକୁ ମନା କରିବା ପରେ ଶିବ ସେନାକୁ ଆମନ୍ତ୍ରଣ କଲେ ରାଜ୍ୟପାଳ

କେନ୍ୟୁଜ୍(ବ୍ୟୁରୋ):   ମହାରାଷ୍ଟ୍ରରେ ଘଡିକେ ଘୋଡା ଛୁଟୁଛି । ବିଜେପି ସରକାର ଗଠନ କରିବାକୁ ମନା କରିବା ପରେ ଶିବ ସେନାକୁ ଆମନ୍ତ୍ରଣ କରିଛନ୍ତି ରାଜ୍ୟପାଳ । ଦ୍ୱିତୀୟ ବଡ଼ ଦଳ ଭାବେ ଶିବସେନାକୁ ଆମନ୍ତ୍ରଣ କରିଛନ୍ତି । ଆସନ୍ତାକାଲି ରାତି ୭ଟା ୩୦ ସୁଦ୍ଧା ରାଜ୍ୟପାଳଙ୍କୁ ଭେଟିବାକୁ…