ବିଧାନସଭାରେ ବହୁମତ ସାବ୍ୟସ୍ତ କଲେ ଉଦ୍ଧବ ଠାକରେ, ସପକ୍ଷରେ ପଡ଼ିଲା ୧୬୯ ବିଧାୟକଙ୍କ ଭୋଟ୍‌

କେନ୍ୟୁଜ୍(ବ୍ୟୁରୋ):  ଫ୍ଲୋର ଟେଷ୍ଟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ। ବିଧାନସଭାରେ ବହୁମତ ସାବ୍ୟସ୍ତ କଲେ ଉଦ୍ଧବ ଠାକରେ। ତାଙ୍କ ସପକ୍ଷରେ ପଡ଼ିଛି ୧୬୯ ବିଧାୟକଙ୍କ ଭୋଟ୍‌। ତେବେ ସରକାର ସପକ୍ଷରେ ଭୋଟ ଦେଲେ ନାହିଁ ଏମଏନ୍‌ଏସ୍‌ ବିଧାୟକ। ଅର୍ଥାତ ଉଦ୍ଧବଙ୍କ ଭାଇ ରାଜ ଠାକରେଙ୍କ ଦଳ ଏମଏନ୍‌ଏସ୍‌ ସରକାର ସପକ୍ଷରେ ଭୋଟ୍‌ ଦେଇ ନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.