Below header

ବଢିବାରେ ଲାଗିଛି ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡ଼ୁଆ, ଅଗଷ୍ଟ ୧ରେ ହାଜର ହେବାକୁ ସମନ

ବଢିବାରେ ଲାଗିଛି ପାକିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡ଼ୁଆ । ଅଗଷ୍ଟ ୧ରେ ହାଜର ହେବାକୁ ଇମ୍ରାନକୁ ହାଜର ହେବାକୁ ସମନ। ସାଇଫର ମାମଲାରେ FIA କରିଛି ସମନ। କିଛି ଦିନ ପୂର୍ବରୁ ଇମ୍ରାନଙ୍କୁ ୨ ଘଣ୍ଟାରୁ ଅଧିକ ସମୟ ଜେରା କରିଥିଲା FIA।

ନୂଆଦିଲ୍ଲୀ : ବଢିବାରେ ଲାଗିଛି ପାକିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡ଼ୁଆ । ଅଗଷ୍ଟ ୧ରେ ହାଜର ହେବାକୁ ଇମ୍ରାନକୁ ହାଜର ହେବାକୁ ସମନ। ସାଇଫର ମାମଲାରେ FIA କରିଛି ସମନ। କିଛି ଦିନ ପୂର୍ବରୁ ଇମ୍ରାନଙ୍କୁ ୨ ଘଣ୍ଟାରୁ ଅଧିକ ସମୟ ଜେରା କରିଥିଲା FIA।

ଅନ୍ୟପଟେ ତୋଷଖାନା ମାମଲାରେ ମଧ୍ୟ ସୁପ୍ରିମକୋର୍ଟରେ ଇମ୍ରାନଙ୍କ ବିରୋଧରେ ଚାଲିଛି ମାମଲା । ମାମଲା ଟ୍ରାଏଲ ଉପରେ ରହିତାଦେଶ ପାଇଁ ଆବେଦନ କରିଥିଲେ ଇମ୍ରାନ। ଇମ୍ରାନଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ । ଗତବର୍ଷ ଇମ୍ରାନଙ୍କ ସଂସଦ ସଦସ୍ୟତାକୁ ଖାରଜ କରିଥିଲେ ପାକିସ୍ତାନ ଇଲେକ୍ସନ କମିଶନ। ସମ୍ପତ୍ତିର ଭୂଲ ତଥ୍ୟ ଦେବା ଅଭିଯୋଗ ତାଙ୍କ ବିରୋଧରେ ଏପରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.