Below header

ପୁଣି ଅଡୁଆରେ ରାହୁଳ ଗାନ୍ଧି, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରାବାସ ଯାଇ ଫସିଲେ

କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କୁ ଦିଲ୍ଳୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ନୋଟିସ ଜାରି ହୋଇଛି । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପିଜି ମେନ୍ସ ହଷ୍ଟେଲ ଏହି ନୋଟିସ ରାହୁଳ ଗାନ୍ଧୀଙ୍କୁ ପଠାଇଛି । ନୋଟିସରେ ଲେଖାଯାଇଛି ହଠାତ୍‌ ଏପରି ହଷ୍ଟେଲ ଭିତରକୁ ଆସିବା ମର୍ଯ୍ୟାଦା ବହିର୍ଭୁତ ।‘ଜେଡ୍-ପ୍ଲସ୍’ ସୁରକ୍ଷା ପାଇଥିବା ତଥା ଏକ ଜାତୀୟ ରାଜନୈତିକ ଦଳ ନେତାଙ୍କର ଏଭଳି ଆଚରଣ ମର୍ଯ୍ୟାଦା ବହିର୍ଭୂତ ବୋଲି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ।

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କୁ ଦିଲ୍ଳୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ନୋଟିସ ଜାରି ହୋଇଛି । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପିଜି ମେନ୍ସ ହଷ୍ଟେଲ ଏହି ନୋଟିସ ରାହୁଳ ଗାନ୍ଧୀଙ୍କୁ ପଠାଇଛି । ନୋଟିସରେ ଲେଖାଯାଇଛି ହଠାତ୍‌ ଏପରି ହଷ୍ଟେଲ ଭିତରକୁ ଆସିବା ମର୍ଯ୍ୟାଦା ବହିର୍ଭୁତ ।‘ଜେଡ୍-ପ୍ଲସ୍’ ସୁରକ୍ଷା ପାଇଥିବା ତଥା ଏକ ଜାତୀୟ ରାଜନୈତିକ ଦଳ ନେତାଙ୍କର ଏଭଳି ଆଚରଣ ମର୍ଯ୍ୟାଦା ବହିର୍ଭୂତ ବୋଲି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ।

ହଷ୍ଟେଲ୍ର ମୁଖ୍ୟ କେ. ପି. ସଂହ ରାହୁଲ୍ ଗାନ୍ଧୀଙ୍କ ନିକଟକୁ ୨ପୃଷ୍ଠା ସମ୍ବଳିତ ଏହି ନୋଟିସ୍ରେ ପଠାଇଛନ୍ତି । ଏଭଳି ଆକସ୍ମିକ ଆଗମନ ବିନା ଅନୁମତିରେ ପ୍ରବେଶ ଏବଂ ଦାୟିତ୍ବହୀନ ଆଚରଣ ସହିତ ସମାନ। ୩ଟି ଗାଡ଼ି ନେଇ ହଷ୍ଟେଲ୍ ପରିସରକୁ ରାହୁଲ୍ ଅପ୍ରତ୍ୟାଶିତ ଭାବେ ପ୍ରବଶେ କରିଥିଲେ । ଭବିଷ୍ୟତରେ ଏଭଳି ପଦକ୍ଷେପ ନ ନେବାକୁ ନୋଟିସରେ ବାରଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.