Below header

ଆମେଥିରୁ ରାହୁଲଙ୍କ ପରାଜୟ, ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କ ବାଜିମାତ୍

ଆମେଥି ଯାହାକୁ ଗାନ୍ଧି ପରିବାରର ଗଡ଼ କୁହାଯାଉଥିଲା ସେଠାରୁ ରାହୁଲ୍‌ଙ୍କ ହାରିବା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ରାହୁଲ୍‌ଙ୍କ ବିପକ୍ଷରେ ୨୦୧୪ରେ ଆମେଠିରୁ ବିଜେପି ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପରାଜୟ ଲାଭ କରିଥିଲେ। ତଥାପି ସେ ସର୍ବଦା ଆମେଥି ବାସୀଙ୍କ ସହିତ ରହିଥିଲେ। ତେବେ ଏଥର ରାହୁଲଙ୍କ ବିପକ୍ଷରେ ଜିତ୍‌ ହାସଲ କରିବା ପରେ ସ୍ମୃତି ବେଶ୍‌ ଖୁସ୍ ଅଛନ୍ତି। ସେ ତାଙ୍କ ବିଜୟର ଶ୍ରେୟ ଆମେଥି ବାସୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.