Below header

ଆଜି ଦିନ ସାଢେ ୧୨ଟାରେ ସୁପ୍ରିମକୋର୍ଟରେ ମୁକେଶର ଆବେଦନ ଉପରେ ହେବ ଶୁଣାଣି

ଫାଶୀ ଟାଳିବାକୁ ନିର୍ଭୟା ଦୋଷୀଙ୍କ ଆପ୍ରାଣ ଚେଷ୍ଟା । ଦିନ ସାଢେ ୧୨ଟାରେ ସୁପ୍ରିମକୋର୍ଟରେ ମୁକେଶର ଆବେଦନ ଉପରରେ ଶୁଣାଣି ହେବ । ରାଷ୍ଟ୍ରପତିଙ୍କ ରାଜକ୍ଷମା ଆବେଦନକୁ ଚ୍ୟାଲେଞ୍ଜ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ମୁକେଶ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ୩ ଜଣିଆ ଖଣ୍ଡପୀଠ ଶୁଣାଣି କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.