ତେଲେଙ୍ଗାନା: ଭାରତୀୟ ହେବାର ଯୋଗ୍ୟତା ହରାଇଲେ ତେଲେଙ୍ଗାନା ବିଧାୟକ ରମେଶ ଚେନ୍ନାମାନେନି । ତାଙ୍କ ନାଗରିକତ୍ୱକୁ ଭାରତ ସରକାର ରଦ୍ଦ କରିଛନ୍ତି। ସେ ଏକାଧିକ ତଥ୍ୟ ଗୋପନ ରଖିବା ସହ ବେଆଇନ ଭାବେ ଭାରତର ନାଗରିକତ୍ୱ ହାସଲ କରିଥିବାରୁ ଗୃହ ମନ୍ତ୍ରାଳୟ ଏଭଳି ନିଷ୍ପତ୍ତି ନେଇଛି। ରମେଶ ଜର୍ମାନୀ ନାଗରିକ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
Prev Post