Below header

ଖବରକାଗଜରେ ପ୍ରକାଶିତ ଖବରକୁ ବିରୋଧ, ୨ ଘଣ୍ଟା ଗାଳି ଦେବାକୁ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ମାଗିଲେ ଅନୁମତି

୨ ଘଣ୍ଟା ପାଇଁ ଗାଳି ଦେବାକୁ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ମାଗିଲେ ଅନୁମତି। ତାହା ପୁଣି ଖବରକାଗଜ କର୍ମଚାରୀଙ୍କୁ। ଜମିରେ ବୁଲଡୋଜର ଚାଲିବା ଖବର ପ୍ରକାଶିତ ହେବା ସହ ଜମି ହଡପକାରୀ ଓ ଜମି ମାଫିଆ ଭାବେ ଦର୍ଶାଯାଇଥିବାରୁ ଏପରି ପଦକ୍ଷେପ ପାଇଁ ଉପଜିଲ୍ଲାପାଳଙ୍କୁ ଅନୁମତି ମାଗିଛନ୍ତି ଉତ୍ତର ପ୍ରଦେଶର ପ୍ରତାପଗଡ ବାସିନ୍ଦା ପ୍ରତୀକ ସିହ୍ନା।

ଖବରକାଗଜରେ ପ୍ରକାଶିତ ଖବର ଯୋଗୁଁ ସମାଜରେ ତାଙ୍କ ଛବି ମଳିନ ହୋଇଥିବା ଅଭିଯୋଗ କରି ସେ ଖବରକାଗଜକୁ ମାନହାନୀ ନୋଟିସ ଦେଇଥିଲେ। ସେହିପରି ଉପଯୁକ୍ତ ତଥ୍ୟ ପ୍ରମାଣ ନଥାଇ ଖବରକାଗଜ ପ୍ରତିନିଧି ତାଙ୍କୁ ଜମି ମାଫିଆ ଭାବେ ଦର୍ଶାଇ ଥିବାରୁ ପ୍ରତୀକ ଖବରକାଗଜ ପ୍ରତିନିଧିଙ୍କୁ ଦୁଇ ଘଣ୍ଟା ପାଇଁ ଗାଳି ଦେବାକୁ ଅନୁମତି ମାଗିବା ସହ ସେମାନଙ୍କୁ ବାଡେଇବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.