Below header

ନ୍ୟାସନାଲ ଆଟମୋସ୍ଫିରିକ ରିସର୍ଚ୍ଚ ଲାବ୍ରୋଟୋରୀ (NARL)ରେ ଭର୍ତ୍ତି ପାଇଁ କରନ୍ତୁ ଆବେଦନ

ନ୍ୟାସନାଲ ଆଟମୋସ୍ଫିରିକ ରିସର୍ଚ୍ଚ ଲାବ୍ରୋଟୋରୀରେ ସାଇଣ୍ଟିଷ୍ଟ/ଇଂଜିନିୟର ପଦବୀରେ ଭର୍ତ୍ତି । ଏହି ଅଭିଯାନ ପାଇଁ ଆବେଦନ କରିବାର ଶେଷ ତାରିଖ ଜାନୁଆରୀ ୧୫, ୨୦୨୪ ରହିଛି ।

ନ୍ୟାସନାଲ ଆଟମୋସ୍ଫିରିକ ରିସର୍ଚ୍ଚ ଲାବ୍ରୋଟୋରୀରେ ସାଇଣ୍ଟିଷ୍ଟ/ଇଂଜିନିୟର ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆବେଦନ କରିବାର ଶେଷ ତାରିଖ ଜାନୁଆରୀ ରହିଛି ।

ପଦବୀ ବିବରଣୀ : ୧୫

ସାଇଣ୍ଟିଷ୍ଟ : ୧
ଜୁନିଅର ରିସର୍ଚ୍ଚ ଫେଲୋ : ୧୪

ଜରୁରୀ ତାରିଖ : ଏହି ଅଭିଯାନ ପାଇଁ ଆବେଦନ କରିବାର ଶେଷ ତାରିଖ ଜାନୁଆରୀ ୧୫, ୨୦୨୪ ରହିଛି ।

ବୟସ ସୀମା : ସାଇଣ୍ଟିଷ୍ଟ/ଇଂଜିନିୟର ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ୩୫ ବର୍ଷ ରହିଥିବା ଜରୁରୀ । ସେହିପରି ଜୁନିଅର ରିସର୍ଚ୍ଚ ଫେଲେ ପାଇଁ ବୟସ ୨୮ ବର୍ଷ ଦରକାର ।

କେମିତି କରିବେ ଆବେଦନ : ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟ narl.gov.in କୁ ଯାଇ ଆବେଦନ କରିପାରିବେ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.