Below header

SDAର ପୂର୍ବତନ ପ୍ଲାନିଂ ମେମ୍ବରଙ୍କ ଘରେ ଆୟକର ରେଡ୍, ଜାଲିଆତି ନେଇ ୬ଟି ସ୍ଥାନରେ ଚଢ଼ାଉ

ଭିଜିଲାନ୍ସ ଜାଲରେ ସମ୍ବଲପୁର ଡେଭେଲୋଲପମେଣ୍ଟ ଅଥରିଟିର ପୂର୍ବତନ ପ୍ଲାନିଂ ମେମ୍ବର । ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲାରେ ବନ୍ଦିତା ମହାପାତ୍ର ଓ ଜୁନିଅର କ୍ଲର୍କ ଲକ୍ଷ୍ମୀ ନାରାୟଣ ସାମଲଙ୍କ ଘରେ ଭିଜିଲାନସ ରେଡ୍। ଭୁବନେଶ୍ୱର, ମୟୂରଭଞ୍ଜ, ଅନୁଗୁଳ ଓ ସମ୍ବଲପୁରରେ ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ ଚାଲିଛି ।

ସମ୍ବଲପୁର (କେନ୍ୟୁଜ): ଭିଜିଲାନସ ଜାଲରେ SDA କାର୍ଯ୍ୟାଳୟର ୨ କର୍ମଚାରୀ। ସମ୍ବଲପୁର ଡେଭଲପମେଣ୍ଟ ଅଥରିଟିର ପୂର୍ବତନ ପ୍ଲାନିଂ ମେମ୍ବର ଓ କନିଷ୍ଠ କିରାଣୀ । ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲାରେ ବନ୍ଦିତା ମହାପାତ୍ର ଓ ଜୁନିଅର କ୍ଲର୍କ ଲକ୍ଷ୍ମୀ ନାରାୟଣ ସାମଲଙ୍କ ଘରେ ଭିଜିଲାନସ ରେଡ୍। ଭୁବନେଶ୍ୱର, ମୟୂରଭଞ୍ଜ, ଅନୁଗୁଳ ଓ ସମ୍ବଲପୁରରେ ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ। ଜାଲିଆତି କରି ଜାଲ ବିଲ୍ଡିଂ ପ୍ଲାନ୍ ଅଭିଯୋଗରେ ଉଭୟ ସମ୍ବଲପୁର ପୋଲିସ ଦ୍ବାରା ଗିରଫ ହୋଇ ଜେଲରେ ଅଛନ୍ତି। ଚଢାଉରେ ୬ଜଣ DSP, ୯ଜଣ ଇନିସପେକ୍ଟର ଓ ୬ଜଣ ଏଏସଆଇ ସାମିଲ ହୋଇଛନ୍ତି।

ସୂଚନା ଅନୁଯାୟୀ ସେପ୍ଟେମ୍ବରରେ ଉଭୟଙ୍କୁ ଗିରଫ କରିଥିଲା ସମ୍ବଲପୁର ପୋଲିସ। ବିଲ୍ଡିଂ ପ୍ଲାନ୍ ପାଇଁ ଫେକ୍ ଆପ୍ରୁଭାଲ୍ ଚିଠି ଇସ୍ୟୁ କରି ଗିରଫ ହୋଇଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.