Below header

୯ ଜଣ ଯୁବତୀଙ୍କୁ ଏକସଂଗରେ ବିବାହ କଲେ ଯୁବକ, ଫଟୋ ଭାଇରାଲ

ନୂଆଦିଲ୍ଲୀ : ବ୍ରାଜିଲର ମଡେଲ ଆର୍ଥର ଓ ସାମୁହିକ ବିବାହ କରି ‘Free Love ’ ର ଉତ୍ସବ ପାଳନ କରୁଛନ୍ତି । ସେ ଏକସଂଗରେ ୯ ଜଣ ଯୁବତୀଙ୍କୁ ବିବାହ କରି ବିବାହର ସବୁ ପରମ୍ପରାକୁ ଭାଙ୍ଗିଛନ୍ତି । ଆର୍ଥର ପ୍ରଥମ ବିବାହ ଲୁଆନା କାଜକୀଙ୍କ ସହ କରିଥିଲେ । ଲୁଆନା ଆର୍ଥରଙ୍କୁ ଗୋଟିଏ ଥର କୁକୁର ବନାଇ ରେଳେଓ୍ଵ ଷ୍ଟେସନ ବୁଲାଇଥିଲେ । ଏବେ ସ୍ୱତନ୍ତ୍ର ପ୍ରେମ ଓ ଏକ ବିବାହ ବିରୋଧରେ ସ୍ଲୋଗାନ ପୂର୍ବକ ଏହି ୯ ଜଣ ଯୁବତୀଙ୍କୁ ବିବାହ କରିଛନ୍ତି । ଏହି ଫଟୋ ଏବେ ଭାଇରାଲ ହୋଇଛି ।

ଆର୍ଥର ଓ ଲୁଆନା ଦୁହେଁ ବିଭିନ୍ନ ପର୍ଯ୍ୟଟନସ୍ଥଳରେ ପୁରା ଲଙ୍ଗଳା ହୋଇ ଯାତ୍ରାର ମଜା ନେଇଥିଲେ । ସିଙ୍ଗର ରହିଥିବା ଏହି ଯୋଡ଼ି ଖାସ୍‌ ପ୍ରେମ ପାଇଁ ଚର୍ଚ୍ଚିତ ହୋଇଛନ୍ତି । ଏହି ପ୍ରେମୀ ଦୁହେଁ ପୂର୍ବରୁ ମଧ୍ୟ ଏପରି କିଛି ‘ଉଦାର ସ୍ଥାନ’ ରେ ଉଲଗ୍ନ ହୋଇ ବୁଲିବାର ନଜିର ରହିଛି ।

ଚଳିତ ଫେବ୍ରୁଆରୀ ମାସରେ ଏହି ଯୋଡ଼ି ପୁଣି ଲୋକଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି । ସେ କହିଛନ୍ତି ଯେ ଆମେ ସେକ୍ସ କରିବା ପାଇଁ ଲୋକଙ୍କୁ ପ୍ରେରିତ କରି ପ୍ରତିମାସ ୫୬,୦୦୦ ପାଉଣ୍ଡ ରୋଜଗାର କରିଛୁ । କରୋନା ମହାମାରୀ ସମୟରେ ଆର୍ଥର ଓ ଲୁଆନା ତାଙ୍କର ପ୍ରଶଂସକଙ୍କୁ ସେକ୍ସ ଟିପ୍ସ ଦେଇଥିଲେ । ବିଶେଷକରି ଯେଉଁମାନଙ୍କର ସେକ୍ସ ଲାଇଫରେ ଅସୁବିଧା ରହିଛି ସେମାନଙ୍କୁ ମଧ୍ୟ ସେକ୍ସ ଟିପ୍ସ ଦେଇଛନ୍ତି ।

brajil couple
p.c : aajtak.in

ସବୁଠୁ ମଜା କଥା ହେଉଛି ଏହା ପୂର୍ବରୁ ପତ୍ନୀ ଲୋପା କାଜକୀ ସ୍ୱାମୀଙ୍କୁ କୁକୁର ପୋଷାକ ପିନ୍ଧାଇ ବେକରେ କୁକୁର ପଟି ବାନ୍ଧି ସାରା ସହର ବୁଲାଇ ବେଶ ଚର୍ଚ୍ଚାକୁ ଆସିଥିଲେ । ଏହି ପତି-ପତ୍ନୀ ଦାବି କରନ୍ତି ଯେ ଏପରି (କୁକୁର) ହେବା ଦ୍ୱାରା ପତି-ପତ୍ନୀଙ୍କ ମଧ୍ୟରେ କାମବାସନା ପ୍ରବୃତ୍ତି ବଢ଼ିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.