Below header

ବିଶ୍ୱର ସବୁଠାରୁ ସେକ୍ସି ପକ୍ଷୀ : ଯେତିକି ସୁନ୍ଦର, ସେତିକି ହିଂସ୍ର

ଆପଣ ପୂର୍ବରୁ କେବେ ‘ସେକ୍ରେଟରୀବାର୍ଡ’ ନାମ ଶୁଣିଛନ୍ତି କି ? ଯଦି ଶୁଣିଛନ୍ତି, ତେବେ ନିଶ୍ଚିତ ଭାବେ ଆପଣ ଏହା ବିଷୟରେ ଅଧିକ ଜାଣିବାକୁ ଇଚ୍ଛୁକ ଥିବେ। କିନ୍ତୁ ଏବେ ଏହି ପକ୍ଷୀକୁ ନେଇ ବେଶ୍‌ ଚର୍ଚ୍ଚା। କାରଣ ଇଣ୍ଟରନେଟରେ ପବ୍ଲିକ ଏହି ପକ୍ଷୀର ସୁନ୍ଦରତା ଲୋକଙ୍କ ମନ ମୋହୁଛି। ଏହି ପକ୍ଷୀଙ୍କୁ ଲୋକେ ଦୁନିଆର ସବୁଠାରୁ ସେକ୍ସି ପକ୍ଷୀ କହୁଛନ୍ତି। ଏହି ପକ୍ଷୀର ଫଟୋ ଟ୍ଵିଟ୍‌ର ଜୋଡାର୍ନ ବ୍ଲକ ଦ୍ୱାରା ସେୟାର କରାଯାଇଥିଲା। ଏହି ପୋଷ୍ଟକୁ ଜୋର୍ଡନ ୭ ଫେବୃଆରୀରେ କରିଥିଲେ, ଯେଉଁଥିରେ ଦେଢଲକ୍ଷ ଲାଇକ ସହିତ ୩୨ ହାଜରରୁ ଅଧିକ ରିଟ୍ଵିଟ୍‌ ଏବଂ ୬୧୫ କମେଣ୍ଟ ମିଳିଥିଲା।

bird attack

ଏହା ଦେଖିବାକୁ ଆପଣଙ୍କୁ ଅଦ୍ଭୁତ ଲାଗିପାରେ। କିନ୍ତୁ ଯେତେବେ ଶିକାର ଏବଂ ସୁରକ୍ଷା କଥା ଆସିଥାଏ, ଏହି ପକ୍ଷୀ ହିଂସ୍ରାତ୍ମକ ହୋଇଯାଏ। ଆଫ୍ରିକାରେ ଦେଖିବାକୁ ମିଳୁଥିବା ଏହି ପକ୍ଷୀ ନିଜ ଗୋଡରେ ସାପ ସହିତ ଲଢିବାରେ ସକ୍ଷମ। ଏଥିପାଇଁ ଏହାକୁ ଏକ୍ସପର୍ଟ କିଲର ମଧ୍ୟ କୁହାଯାଏ। ଏହି ପକ୍ଷୀର ଉଚ୍ଚତା ୯୦ରୁ ୧୩୭ ସେଣ୍ଟିମିଟର ହୋଇଥିବା ବେଳେ ଓଜନ ୫ କିଲୋଗ୍ରାମ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.