Below header

IPLରେ ଇତିହାସ ରଚିଲେ ଶିଖର ଧଓ୍ଵନ, ଲଗାତର ଦୁଇ ଶତକ ଲଗାଇ ବନାଇଲେ ରେକର୍ଡ

ଦିଲ୍ଲୀ କ୍ୟାପିଟାଲ୍ସର ଓପନର ଶିଖର ଧଓ୍ଵନ ଏବେ ବହୁତ ଗଜବ ଫର୍ମରେ ଅଛନ୍ତି। ଆଇପିଏଲ ୨୦୨୦ରେ ଲଗାତର ଦ୍ୱିତୀୟ ଶତକ ଲଗାଇଛନ୍ତି। ଏହାପୂର୍ବରୁ ମୁକାବିଲାରେ ମଧ୍ୟ ସେ ୧୦୧ ରନ୍‌ କ୍ରସ କରିଥିଲେ। ଏବେ ତାହାର ଠିକ ଦ୍ୱିତୀୟ ମୁକାବିଲାରେ ସେ ଶତକୀୟ ପାର ଖେଳିଛନ୍ତି। ପଞ୍ଜାବ ବିପକ୍ଷରେ ସେ ନିଜ ଆଇପିଏଲ କ୍ୟାରିୟର ସହିତ ନିଜର ଏହି ସିଜନର ଦ୍ୱିତୀୟ ଶତକ ଲଗାଇଛନ୍ତି। ଏହି ସେଞ୍ଚୁରୀ ପାର କରିବା ଦମରେ ସେ ଏହି ଲିଗରେ ନିଜ ୫୦୦୦ ରନ୍‌ ମଧ୍ୟ ପୂରା କରିଛନ୍ତି।

ଶିଖର ଧଓ୍ଵନ ଆଇପିଏଲ ଇତିହାସର ପ୍ରଥମ ଖେଳାଳୀ ବନିଯାଇଛନ୍ତି, ଯିଏ ଲଗପାତର ଦୁଇଟି ମ୍ୟାଚରେ ଶତକ ହାସଲ କରାଇଛନ୍ତି। ପଞ୍ଜାବ ବିପକ୍ଷରେ ସେ ୫୮ଟି ବଲରେ ଶତକ ପୂରା କରିଛନ୍ତି। ଏହି ସମୟରେ ସେ ୧୨ଟି ଚଉକା ଏବଂ ୩ଟି ଛକା ଲଗାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.