Below header

ଯାଜପୁର : କାଏମା ବଜାରରୁ ଉଦ୍ଧାର ହେଲା ୧୦ ଫୁଟ୍ ଲମ୍ବର ଅଜଗର

ଯାଜପୁର (କେନ୍ୟୁଜ୍) : ଧର୍ମଶାଳା ବ୍ଲକ କାଏମା ବଜାର ନିକଟରୁ ୧୦ ଫୁଟ୍ ଲମ୍ବର ଅଜଗର ସାପ ଉଦ୍ଧାର ହୋଇଛି। ସାପଟି ସନ୍ଧ୍ୟାରେ ପାହାଡ ନିକଟ ଏକ ଦୋକାନ ପରିସରରେ ଚଳପ୍ରଚଳ କରୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ତୁରନ୍ତ ସ୍ନେକ ହେଲ୍ପ ଲାଇନର ସଦସ୍ୟକୁ ଖବର ଦେଇଥିଲେ। ତେବେ ଏତେ ଲମ୍ବାର ସାପକୁ ବଜାରରେ ଦେଖି ସ୍ଥାନୀୟ ଲୋକଙ୍କ ଭିତରେ ଭୟ ସ୍ରୁଷ୍ଟି ହୋଇଛି। ତେବେ ଉଦ୍ଧାର କରାଯିବା ପରେ ସାପଟିକୁ ବନ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.