Below header

ରାଜସ୍ଥାନ କୋଟାରୁ ରାଉରକେଲା ଫେରିଲେ ୧୧୬ ଛାତ୍ରଛାତ୍ରୀ

ରାଉରକେଲା:  ରାଉରକେଲା ଫେରିଲେ ୧୧୬ ଛାତ୍ରଛାତ୍ରୀ । ଲକ୍‌ଡାଉନ୍‌ ପରେ କୋଟାରେ ଫଶିରହିଥିବା ଛାତ୍ରଛାତ୍ରୀ ଆଜି ୪ଟି ବସ୍‌ ଯୋଗେ ରାଉରକେଲା ଫେରିଛନ୍ତି । ରାଉରକେଲାରେ ପହଞ୍ଚିବା ପରେ ବିମାନବନ୍ଦର ପରିସରରେ ଥିବା ମେଡିକାଲରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ୧୧୬ଜଣଙ୍କ ମଧ୍ୟରୁ ୪୭ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇଥିଲା। ପରେ ସେମାନଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବା ପାଇଁ ନିଜ ନିଜ ଘରକୁ ପଠାଇ ଦିଆଯାଇଥିଲା। ଫେରି ଆସିଲା ପରେ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.