ରାୟଗଡ଼ାରୁ ୧୨ଫୁଟ ଲମ୍ବର ଅଜଗର ଉଦ୍ଧାର

ରାୟଗଡ଼ା(କେନ୍ୟୁଜ୍): ରାୟଗଡ଼ାରୁ ୧୨ଫୁଟ ଲମ୍ବର ଅଜଗର ଉଦ୍ଧାର। ଗାୟତ୍ରୀନଗରରେ ଏହି ସାପକୁ ଉଦ୍ଧାର କରାଯାଇଛି। ପରେ ଏହାକୁ ବନବିଭାଗକୁ ହସ୍ତାନ୍ତର କରାଯାଇଛି। ବନବିଭାଗ ସାପକୁ ନେଇ ରାୟଗଡ଼ା ଫରେଷ୍ଟ ରେଞ୍ଜର ଗୁମ୍ମା ଜଙ୍ଗଲରେ ଛ଼ଡାଯାଇଛି । ଗାୟତ୍ରୀନଗରରେ ରାସ୍ତା ଉପରେ ବୁଲୁଥିବା ବେଳେ ସାପକୁ ଉଦ୍ଧାର କରାଯାଇଛି।