ପିକ୍‌ ଅପ୍‌ ଦୁର୍ଘଟଣା, ୧୫ ଆହତ 

ଗଜପତି ଜ଼ିଲ୍ଲା ଆର. ଉଦୟଗିରି ଥାନା ଚମ୍ପା ଘାଟି ରେ ଏକ ଯାତ୍ରୀବାହୀ ପିକ୍‌ ଅପ୍‌ ଭ୍ଯାନ୍‌ ଦୁର୍ଘଟଣା ହେବା ଫଳରେ ସେଥିରେ ଯାତ୍ରା କରୁଥିବା 15 ଜଣ ଯାତ୍ରୀ ଆହତ ହୋଇଛନ୍ତି l କାର୍ଯ୍ଯ ସାରି ଶ୍ରମିକମାନେ ଗଜପତି ଜ଼ିଲ୍ଲା ପୁରୁଣାପାଣି ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ହୋଇଛି l

ମୋହନା : ଗଜପତି ଜ଼ିଲ୍ଲା ଆର. ଉଦୟଗିରି ଥାନା ଚମ୍ପା ଘାଟି ରେ ଏକ ଯାତ୍ରୀବାହୀ ପିକ୍‌ ଅପ୍‌ ଭ୍ଯାନ୍‌ ଦୁର୍ଘଟଣା ହେବା ଫଳରେ ସେଥିରେ ଯାତ୍ରା କରୁଥିବା 15 ଜଣ ଯାତ୍ରୀ ଆହତ ହୋଇଛନ୍ତି l କାର୍ଯ୍ଯ ସାରି ଶ୍ରମିକମାନେ ଗଜପତି ଜ଼ିଲ୍ଲା ପୁରୁଣାପାଣି ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ହୋଇଛି l

ଅଗ୍ନିଶମ ବିଭାଗ ଏବଂ ସ୍ଥାନୀୟ ଲୋକେ ଘଟଣା ସ୍ଥଳରୁ ଆହତ ମାନଙ୍କୁ ଉଦ୍ଧାର କରି ଆର. ଉଦୟଗିରି ସ୍‌ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରିଥିଲେ l 15 ଜଣ ଶ୍ରମିକ ଙ୍କ ମଧ୍ୟରୁ 8 ଜଣ ଙ୍କ ସ୍‌ୱାସ୍ଥ୍ୟବସ୍ତା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି l ପୋଲିସ ଘଟଣା ର ତଦନ୍ତ ଜାରି ରଖିଛି l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.