Below header

ଆଜି ପ୍ରକାଶ ପାଇବ +୨ ବାଣିଜ୍ୟ ରେଜଲ୍ଟ, ଜାଣନ୍ତୁ କେଉଁ ୱେବସାଇଟ୍‌ରେ ଜାଣିପାରିବେ ଆପଣଙ୍କ ଫଳାଫଳ

କେନ୍ଯୁଜ୍: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ । ପୂର୍ବାହ୍ନ ୧୧ଟା ୩୦ରେ ପ୍ରକାଶ ପାଇବ ଫଳ। ରେଜଲ୍ଟ ଉନ୍ମୋଚନ ପରେ ୱେବସାଇଟ୍‌ରେ ଉପଲବ୍ଧ ହେବ । ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଫଳ www.orissaresults.nic.in ରେ ଦେଖିପାରିବେ ।ସୂଚନା ମୁତାବକ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ବାଣିଜ୍ୟ ବିଭାଗରେ ଚଳିତ ବର୍ଷ ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଆସନ୍ତା ଅଗଷ୍ଟ ୩୧ ସୁଦ୍ଧା କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.