Below header

କେନାଲରେ ଭାସିଯାଇ ଦୁଇ ନାବାଳକ ନିଖୋଜ

ଯାଜପୁର କେନାଲରେ ଭାସିଯାଇ ଦୁଇ ନାବାଳକ ନିଖୋଜ । ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ବନ୍ଧୁଗାଁ ନିକଟ ରେଙ୍ଗାଲି କେନାଲରେ ଅଘଟଣ ଘଟିଛି। ଦୁଇ ନାବାଳକ ହେଲେ ଗୁହାଳଡି ଗାଁର ଟୁକୁନା ମୁଣ୍ଡା ଓ ରଘୁ ମୁଣ୍ଡା।

ଯାଜପୁରରୋଡ଼ : ଯାଜପୁର କେନାଲରେ ଭାସିଯାଇ ଦୁଇ ନାବାଳକ ନିଖୋଜ । ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ବନ୍ଧୁଗାଁ ନିକଟ ରେଙ୍ଗାଲି କେନାଲରେ  ଘଟିଛି ଅଘଟଣ। ଦୁଇ ନାବାଳକ ହେଲେ ଗୁହାଳଡି ଗାଁର ଟୁକୁନା ମୁଣ୍ଡା ଓ ରଘୁ ମୁଣ୍ଡା।

ଆଜି ଦୁଇଜଣ କେନାଲକୁ ଗାଧୋବାକୁ ଯାଇ ଆଉ ଘରକୁ ଫେରିନଥିଲେ । ବହୁ ଖୋଜାଖୋଜି ପରେ ବି ପତ୍ତା ମିଳିନି । ଏନେଇ ସୁକିନ୍ଦା ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ । ପରେ ଅଗ୍ନିଶମବାହିନୀ ପହଞ୍ଚିି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.