Below header

ଓଲଟିଲା ପିକନିକ ପାଇଁ ଯାଇଥିବା ବସ, ୩୫ ଯାତ୍ରୀ ଆହତ

ମୋହନ ନିକଟରେ ପିକନିକ ପାଇଁ ଯାଇଥିବା ଏକ ବସ ଓଲଟି ପଡିଥିବା ଜଣାଯାଇଛି | ମୋହନ ତପ୍ତପାଣି ଘାଟିରେ ଘଟିଛି ଏହି ଦୁର୍ଘଟଣା |

କେନ୍ୟୁଜ(ବ୍ୟୁରୋ): ମୋହନ ନିକଟରେ ପିକନିକ ପାଇଁ ଯାଇଥିବା ଏକ ବସ ଓଲଟି ପଡିଥିବା ଜଣାଯାଇଛି | ମୋହନ ତପ୍ତପାଣି ଘାଟିରେ ଘଟିଛି ଏହି ଦୁର୍ଘଟଣା | ପିକନିକ ବସ ଓଲଟିବାରୁ ୩୫  ଜଣ ଯାତ୍ରୀ ଆହତ ହୋଇଛନ୍ତି | ବସରେ ୬0 ଜଣ ଯାତ୍ରୀ ଥିଲେ | ପିକନିକ ସାରି ଜିରାଙ୍ଗରୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ଥିଲା ବସ | ଯାତ୍ରୀମାନେ ଯାଜପୁର ଦଶରଥପୁର ଅଂଚଳରୁ ପିକନିକ କରିବା ପାଇଁ ଯାଇଥିଲେ | ଖବର ଲେଖା ହେଵା ବେଳକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି | ମୃତକଙ୍କ ବିଷୟରେ କିଛି ଜଣାପଡିନାହିଁ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.